Only for Entertainment

ରିଲିଜ ହେଲା ବହୁ ପ୍ରତିକ୍ଷୀତ ଟୋଟାଲ ଧମାଲର ଟ୍ରେଲର, ହସି ହସି ହୋଇଯିବେ……………….. ।

bollywood tadka
38

ରିଲିଜ ହେଲା ଆକ୍ଟର ଅଜୟ ଦେବଗନଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ଟୋଟାଲ ଧମାଲର ଟ୍ରେଲର । ଏହି ଟ୍ରେଲରରେ ଏଂଟରଟେନମେଂଟର ପୂରା ଡୋଜ ଦେଖିବାକୁ ମିଳିଛି । ସଂପୂର୍ଣ୍ଣ କମେଡ଼ିରେ ଭରପୂର ଟ୍ରେଲର ଦର୍ଶକଙ୍କ ପାଇଁ ରୋଲର କୋଷ୍ଟର ରାଇଡ ଭଳି । ଫିଲ୍ମରେ ଅନିଲ କପୁର ଏବଂ ମାଧୁରୀ ଦିକ୍ଷୀତ ନେନେ ଗୁଜୁରାଟୀ କପଲ ଚରିତ୍ରରେ ନଜର ଆସିବେ । ଦବଙ୍ଗ ଗର୍ଲ ସୋନାକ୍ଷୀ ସିହ୍ନା ଏବଂ ରାକ୍ଷୀ ସାୱନ୍ତ ମଧ୍ୟ ନଜର ଆସିବେ ।

ଫିଲ୍ମରେ ଅଜୟ ଦେବଗନ, ଅନିଲ କପୁର,ମାଧୁରୀଙ୍କ ବ୍ୟତୀତ ରିତେଶ ଦେଶମୁଖ ଏବଂ ଅରଶଦ ବାର୍ସୀ ମଧ୍ୟ ମୁଖ୍ୟ ଚରିତ୍ରରେ ନଜର ଆସିବେ । କହିରଖୁଛୁଯେ ଏହି ଫିଲ୍ମ ଜରିଆରେ ମାଧୁରୀ ଦିକ୍ଷୀତ ଏବଂ ଅନିଲ କପୁର ୧୮ ବର୍ଷ ପରେ ଏକା ସାଙ୍ଗରେ ସ୍କ୍ରିନ ଶେୟାର କରିବେ ।

 

୨୨ ଫେବୃୟାରୀକୁ ଫିଲ୍ମ ସିନେମାଘରେ ରିଲିଜ ହେବାକୁ ଯାଉଛି ।
ଏକ ଘଂଟା ମଧ୍ୟରେ ଫିଲ୍ମକୁ ୩ ଲକ୍ଷ ୫୧ ହଜାର ଭ୍ୟୁଜ ମିଳିସାରିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More