Only for Entertainment

ସ୍ମାର୍ଟଫୋନର ବହୁଳ ବ୍ୟବହାରରେ ହେଉଥିବା କ୍ଷତି ବିଷୟରେ ଜାଣିଲେ ବ୍ୟବହାର କମ କରିବା ଆରମ୍ଭ କରିଦେବେ

64

ସ୍ମାର୍ଟଫୋନ ସହିତ ଦିନ ରାତି ଲାଗି ରହିବା ଏକ ଖରାପ ଅଭ୍ୟାସ ହୋଇଗଲାଣି । ୬ ମାସର ଶିଶୁ ଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସ୍ମାର୍ଟଫୋନ ସହିତ ସମସ୍ତେ ଜଡ଼ିତ । କିନ୍ତୁ ଏହାଯେ କେତେ ଖରାପ ପ୍ରଭାବ ପକାଏ ତାହାକୁ କେହି ଦୃଷ୍ଟି ଦେଉ ନାହାଁନ୍ତି । ଆଉ କେହି କେହି ଜାଣି ମଧ୍ୟ ନଜର ଅନ୍ଦାଜ କରନ୍ତି । ତେବେ ଏହା କେତେ ଖରାପ ପ୍ରଭାବ ପକାଏ ଆସନ୍ତୁ ଆଲୋଚନା କରିବା ।

  •  ଏକାଗ୍ରତା ନଷ୍ଟ କରେ ।
  • ଆବଶ୍ୟକତା ଠାରୁ ଅଧିକ ବ୍ୟବହାର କଲେ ବଢେ ମାନସିକ ଅଶାନ୍ତି ।
  • ଅଧିକ ସମୟ ମୋବାଇଲ ଦେଖିବା ଦ୍ୱାରା ମୁଣ୍ଡ ବିନ୍ଧା ପରି ମାରାତ୍ମକ ରୋଗ ହୋଇଥାଏ ।
  • ସେହିଭଳି ଆଜି କାଲି ସ୍ମାର୍ଟ ଫୋନ ହେବା ଅଧିକ ବ୍ୟବହାର ଦ୍ୱାରା ପିଲାମାନେ ଖେଳ କୁଦ ଠାରୁ ମୁହଁ ଫେରାଇ ଆଣିଲେଣି । ଯାହା ଫଳରେ ଶାରିରୀକ ଅସୁସ୍ଥତା ବେଶି ଦେଖା ଦେଉଛି ।
  • ସେହିଭଳି ଅଧିକ ସୋଶାଲ ମିଡିଆ ଉପରେ ଭରଷା କରିବା ଦ୍ୱରା ବେଳେ ବେଳେ ଭୁଲ ଖବରକୁ ଲୋକମାନେ ବିଶ୍ୱାସକୁ ନେଇ ଯାଉଛନ୍ତି ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More