Only for Entertainment

ହଟ ଡ୍ରେସ ପିନ୍ଧି ବନ୍ଧୁଙ୍କ ସହିତ ହ୍ୟାଙ୍ଗଆଉଟ କରୁଥିବାର ନଜର ଆସିଲେ ମୌନି ରୟ ।

bollywood tadka
46

ବଲିଉଡ ଅଭିନେତ୍ରୀ ମୌନି ରୟ ନିକଟରେ ଇଂଷ୍ଟାରେ କିଛି ଫଟୋ ଶେୟାର କରିଛନ୍ତି । ଫଟୋରେ ସେ ଖୁବ ହଟ ଲାଗୁଛନ୍ତି ।ଏହି ସମୟରେ ତାଙ୍କ ସହିତ ତାଙ୍କ ବନ୍ଧୁମାନେ ମଧ୍ୟ ଥିଲେ ।

ମୌନି ବିଳମ୍ବ ରାତି ପର୍ଯ୍ୟନ୍ତ ତାଙ୍କ ବନ୍ଧୁ ମାନଙ୍କ ସହିତ ହ୍ୟାଙ୍ଗଆଉଟ କରୁଥିବାର ନଜର ଆସିଛନ୍ତି । ଏହି ଫଟୋକୁ ଦର୍ଶକ ଖୁବ ପସନ୍ଦ କରୁଛନ୍ତି ।ଫଟୋକୁ ସୋସିଆଲ ମିଡିଆରେ ଖୁବ ଶେୟାର ମଧ୍ୟ କରାଯାଉଛି ।

ମୌନି ତାଙ୍କ ବଲିଉଡ ଡେବ୍ୟୁ ଫିଲ୍ମ ପାଇଁ ଖୁବ ପ୍ରଶଂସା ସାଉଁଟିଛନ୍ତି ।ଫିଲ୍ମରେ ମୌନି ଟ୍ରାଡିସନାଲ ଲୁକରେ ନଜର ଆସିଥିଲେ । କିନ୍ତୁ ତାହା ଟ୍ରାଡିସନାଲ ହେଉ ବା ମଡର୍ନ ମୌନିଙ୍କ କିଲର ଲୁକ ସମସ୍ତଙ୍କୁ ଦିୱାନା କରିଦିଏ ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More