Only for Entertainment

ଜନ୍ମଦିନରେ ଝିଅ ଜିଭା, ପାଣ୍ଡ୍ୟା ଏବଂ ପନ୍ତଙ୍କ ସହିତ ମଜାଦାର ଡ୍ୟାନ୍ସ କଲେ ଧୋନି, ଭିଡିଓ ଭାଇରାଲ

jansatta
144

ଭାରତୀୟ କ୍ରିକେଟ ଟିମର ପୂର୍ବ କ୍ୟାପଟେନ ମହେନ୍ଦ୍ର ସିଂ ଧୋନି ଆଜି ନିଜର ୩୮ ତମ ଜନ୍ମଦିନ ସେଲିବ୍ରେଟ କରୁଛନ୍ତି । ବିଶ୍ୱକପ ପାଇଁ ଧୋନି ଏବେ ଭାରତୀୟ କ୍ରିକେଟ ଟିମ ସହିତ ଇଂଲଣ୍ଡରେ ଅଛନ୍ତି । ପତ୍ନୀ ସାକ୍ଷୀ ଏବଂ ଝିଅ ଜିଭା ସହିତ ଭାରତୀୟ ଟିମର କିଛି ଖେଳାଳୀଙ୍କ ସହିତ ଧୋନି ନିଜର ଜନ୍ମଦିନକୁ ପାଳନ କରିଛନ୍ତି । ଏହି ସେଲିବ୍ରେସନର କିଛି ଫଟୋ ଏବଂ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଧୋନିଙ୍କ ପତ୍ନୀ ସାକ୍ଷୀ, କ୍ରିକେଟର ଋଷଭ ପନ୍ତ ଏବଂ ହାଦ୍ଧିକ ପାଣ୍ଡ୍ୟା ନିଜ ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ଧୋନିଙ୍କ ସହିତ କିଛି ବୁମେରାଂ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ଧୋନି ଖୁବ ମସ୍ତି ମୁଡରେ ନଜର ଆସିଛନ୍ତି ।

ଦେଖନ୍ତୁ ଫଟୋ ଏବଂ ଭିଡିଓ-

 

View this post on Instagram

 

A post shared by ZIVA SINGH DHONI (@ziva_singh_dhoni) on

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More