Only for Entertainment

ଭଲ କ୍ୟାପଟେନ ନୁହେଁ ଭଲ ପିତା ମଧ୍ୟ ମାହି, ନଜର ପକାନ୍ତୁ ଏହି ଭିଡିଓରେ

ndtv
0 45

ଆଇପିଏଲ ସିଡିନ ୧୧ରେ ଚେନ୍ନାଇ ସୁପରକିଙ୍ଗର କ୍ୟାପଟେନ ମହେନ୍ଦ୍ର ସିଂ ଧୋନି କେବଳ ମ୍ୟାଚ ଜିତିବାର ଦାୟିତ୍ୱ ନିଅନ୍ତି ନାହିଁ ବରଂ ଏକ ତାଙ୍କୁ ଏକ ଭଲ ପିତ ହେବର ଦାୟିତ୍ୱ ମଧ୍ୟ ନେବାକୁ ପଡିଥାଏ । ମଇଦାରେ ଛକା ଚଉକା ବର୍ଷ କରୁଥିବା ଧୋନି ପରିବାର ପାଇଁ ମଧ୍ୟ ବେଶ ଯତଃବାନ । ନିକଟରେ ମାହି ସୋସିଆଲ ମିଡିଆରେ ଭିଡିଓ ସେୟାର କରିଛନ୍ତି । ଭିଡିଓରେ ମାହି ଝିଅ ଜିଭାର କେଶକୁ ଶୁଖାଇଛନ୍ତି । ଧୋନି ଏହାକୁ ସେୟାର କରିବା ପରେ ଭିଡିଓରେ ଅନେକ ଲାଇକ ଏବଂ କମେଣ୍ଟ ଆସିଛି । ଏହି ଭିଡିଓକୁ ୧୨ ଲକ୍ଷରୁ ଅଧିକ ଭ୍ୟୁଜ ମିଳିସାରିଛି ।

 

Game over, had a nice sleep now back to Daddy’s duties

A post shared by M S Dhoni (@mahi7781) on

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More