Only for Entertainment

ଧୋନିଙ୍କ ସହିତ ଫୁଟବଲ ଖେଳୁଥିବାର ନଜର ଆସିଲେ ଇଶାନ ଖଟ୍ଟର, ଫଟୋ ଭାଇରାଲ ।

aaj tak
0 27

ରବିବାର ଭାରତୀୟ କ୍ରିକେଟ ଦଳର ପୂର୍ବ କ୍ୟାପଟେନ ମହେନ୍ଦ୍ର ସିଂ ଧୋନି ଏବଂ ଅଭିନେତା ଇଶାନ ଖଟ୍ଟରଙ୍କ ଏହା ସହିତ ଫୁଟବଲ ଖେଳୁଥିବାର ଦେଖିବାକୁ ମିଳିଥିଲେ । କିନ୍ତୁ ଦୁହେଁ ପରସ୍ପର ବିପକ୍ଷରେ ମ୍ୟାଚ ଖେଳିଥିଲେ । ଏହା ସତ ସମସ୍ତ ଜାଣନ୍ତି ଧୋନି ଫୁଟବଲକୁ କେତେ ଭଲପାଇଥାନ୍ତି । କ୍ରିକେଟକୁ ଆସିବା ପୂର୍ବରୁ ସେ ଗୋଲପିକିଙ୍ଗ କରୁଥିଲେ । ସେହିପରି ଇଶାନ ମଧ୍ୟ ରଣବୀର କପୁର ଏବଂ ଅଭିଷେକ ବଚ୍ଚନଙ୍କ ସହିତ ଫୁଟବଲ ଖେଳୁଥିବାର ନଜର ଆସିଥାନ୍ତି ।

ms1

ଧୋନି ପ୍ରଫୁଲ୍ଲ ପଟେଲଙ୍କ ଝିଅ ପୂର୍ଣ୍ଣା ପଟେଲଙ୍କ ବିବାହ ସମାରୋହରେ ଯୋଗ ଦେବ ପାଇଁ ମୁମ୍ବାଇ ଆସିଥିଲେ । ଏହା ପରେ ତାଙ୍କୁ ଫୁରୁସତ ମିଳିବା ମାତ୍ରେ ସେ ପୁଟବଲ ଖେଳିବା ପାଇଁ ପହଁଚିଥିଲେ । ଦୁହିଁଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ms

ଇଶାନଙ୍କ ବିଷୟରେ କହିବାକୁ ଗଲେ ୨୦ ଜୁଲାଇରେ ତାଙ୍କର ଅଭିନିତ ଫିଲ୍ମ ‘ଧଡକ’ ରିଲିଜ ହୋଇଛି । ଫିଲ୍ମ ଦୁଇ ଦିନରେ ୧୯.୭୫ ଆୟ କରି ଭଲ ଓପନିଙ୍ଗ କରିଛି । ଫିଲ୍ମରେ ତାଙ୍କ ବିପକ୍ଷରେ ଦିବଙ୍ଗତ ଅଭିନେତ୍ରୀ ଶ୍ରୀଦେବୀଙ୍କ ଝିଅ ଜାହ୍ନବୀ କପୁରଙ୍କୁ ଦେଖିବାକୁ ମିଳିଛି । ଧଡକର ନିର୍ଦ୍ଦେଶକ ଶଶାଙ୍କ ଖେତାନ ମଧ୍ୟ ଧୋନି ଏବଂ ଇଶାନଙ୍କ ସହିତ ଫୁଟବଲ ଗ୍ରାଉଣ୍ଡରେ ନଜର ଆସିଥିଲେ ।

sasanka

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More