Only for Entertainment

ଘରେ ପ୍ରସ୍ତୁତ କରନ୍ତୁ ମୋଗଲାଇ କବାବ !

DforDelhi
33

ଆବଶ୍ୟକୀୟ ସାମଗ୍ରୀ –

୫୦୦ଗ୍ରାମ ମାଂସ(ବଡ ବଡ ପିସ୍) ଦୁଇଟି ପିଆଜ, ଏକ ଗୋଟି ରସୁଣ, ଏକ ଇଞ୍ଚ ଅଦା, ଦୁଇ ଖଣ୍ଡ ଡାଲଚିନି, ଦୁଇଟି ଅଣ୍ଡା, ଦୁଇ  ଚାମଚ ମଇଦା, ଅଳ୍ପ ଧନିଆ ପତ୍ର, ଏକ କପ୍ ତେଲ, ଛଅଟି ଲାଲ ଲଙ୍କା, ଦରକାର ଅନୁଯାୟୀ ଲୁଣ ଓ ହଳଦୀ.

ପ୍ରସ୍ତୁତି ପ୍ରଣାଳୀ-

ପିଆଜ, ଅଦା, ରସୁଣ କୁ ଚିକଣ କରି ବାଟିଦେବେ । ଲଙ୍କା, ଗୁଜୁରାତି ଓ ଡାଲଚିନି କୁ ବାଟିଦେବେ. କରେଇରେ ଅଧ କପ୍ ତେଲ ପକାଇ ମାଂସ, ଦହି, ପିଆଜ, ମସଲା, ଗରମ ମସଲା, ଲୁଣ ଓ ହଳଦୀ ପକାଇ କମ୍ ନିଆଁରେ ବସାଇବେ । ମାଂସ ସିଝିଗଲେ ଓହ୍ଲାଇ ରଖିବେ ।ଅଣ୍ଡାକୁ ଫେଣ୍ଟିଦେବ. ଅଣ୍ଡା ଫେଣ୍ଟାରେ ମଇଦାକୁ ଭଲ କରି ମିଶାଇ ଦେବେ । ମାଂସ ଥଣ୍ଡାହେଲେ ତାୱାରେ ତେଲ ଗରମ କରି ସେଥିରେ ଗୋଟିଏ ମାଂସ ପିସ୍ ଅଣ୍ଡା ଫେଣ୍ଟାରେ ବୁଡାଇ ଭାଜିଦେବେ, ଗରମ ଗରମ ପରସିବେ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More