Only for Entertainment

ବିିବାହର ୭ ବର୍ଷ ପର୍ଯ୍ୟନ୍ତ ପିତା ହୋଇ ପାରିନଥିଲେ ମୁକେଶ ଅମ୍ବାନୀ, ପରେ ଏହି କୌଶଳ କାମରେ ଆସିଲା ।

windowtonews.com
80

ଗତବର୍ଷ ୨୦୧୮ରେ ପ୍ରସିଦ୍ଧ ବିଜନେସମ୍ୟାନ ମୁକେଶ ଅମ୍ବାନୀଙ୍କ ଝିଅ ଈଶା ଅମ୍ବାନୀଙ୍କ ବିବାହ ପ୍ରସିଦ୍ଧ ହୀରା ବ୍ୟବସାୟୀଙ୍କ ପୁଅ ଆନନ୍ଦ ପିରାମଲଙ୍କ ସହିତ ସମ୍ପନ୍ନ ହେଲା । ଯାହା ଗତ ବର୍ଷର ମହଙ୍ଗା ବିବାହ ମାନଙ୍କ ମଧ୍ୟରୁ ଗୋଟିଏ । ବିବାହ ପରେ ତାଙ୍କୁ ଖୁବ କମ ସ୍ପଟ କରାଯାଉଛି, କିନ୍ତୁ ତାଙ୍କ ଚର୍ଚ୍ଚା ବିଦେଶରେ ଖୁବ ହେଉଛି । ବିବାହ ପରେ ଈଶା ଭୋଗ ମାଗାଜିନ ପାଇଁ ଫଟୋସୁଟ କରିଛନ୍ତି । ଏହିଥର ସେ ଚର୍ଚ୍ଚାରେ ରହିବା କାରଣ ବିବାହ ନୁହେଁ ବରଂ ତାଙ୍କର ଅନ୍ୟ ଏକ ବ୍ୟକ୍ତିଗତ ଜୀବନ । ଯାହା ଏକ ଗୁପ୍ତ କଥା ।

ଈଶା ଏକ ଇଂଟରଭ୍ୟୁରେ ଏଭଳି କଥାର କଥାର ଖୁଲାସା କରିଛନ୍ତି ଯାହାକୁ ଆପଣ ହୁଏତ କେବେ ମଧ୍ୟ ଜାଣିନଥିବେ । ଈଶା ଅମ୍ବାନୀ ଏବଂ ତାଙ୍କ ଜାଁଳା ଭାଇ ଆକାଶ ଅମ୍ବାନୀ ବିଟ୍ରୋ ଫର୍ଟିଲାଇଜେସନ କୌଶଳରେ ଜନ୍ମ ହୋଇଛନ୍ତି ।।

ନୀତା ଏବଂ ମୁକେଶଙ୍କ ବିିବାହର ୭ ବର୍ଷ ପରେ ଈଶା ଏବଂ ଆକାଶଙ୍କ ଜନ୍ମ ହୋଇଥିଲା । ଈଶା କହିଲେଯେ ଜନ୍ମର ୫ ବର୍ଷ ପର୍ଯ୍ୟନ୍ତ ଆମ ମା ପୂରା ମମ ହୋଇ ରହିବାକୁ ଚେଷ୍ଟା କଲେ ଏବଂ ୫ ବର୍ଷ ପରେ ଟାଇଗର ମମ ହୋଇଗଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More