Only for Entertainment

Mumbai Rains : ପ୍ରବଳ ବର୍ଷାରେ ଭାଇରାଲ ହେଲା ଟାଇଗର ଶ୍ରଫଙ୍କ ଏହି ପୋଷ୍ଟ, କହିଲେ…

latestly
74

ମୁମ୍ବାଇରେ ପ୍ରବଳ ବର୍ଷା କାରଣରୁ ଲୋକେ ଏବେ ଜଳବନ୍ଧୀ । ସହରର ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ରହିଛି । ଏପରି ସ୍ଥିତିରେ ପାଣିପାଗ ବିଭାଗ ଲୋକଙ୍କୁ ବାହାରକୁ ନ ଯିବା ପାଇଁ ସତର୍କ କରାଇଛନ୍ତି । ମୁମ୍ବାଇ ବର୍ଷାକୁ ନେଇ ଅଭିନେତା ଟାଇଗର ଶରଫ ମଧ୍ୟ ଏହ ମଜାଦାର ପୋଷ୍ଟ ସେୟାର କରିଛନ୍ତି । ଏହି ପୋଷ୍ଟ ଦେଖିବା ପରେ ଲୋକେ ନିଜ ହସକୁ ରୋକି ପାରୁନାହାଁନ୍ତି ।

 

 

View this post on Instagram

 

I think i’ll just swim home today… ??

A post shared by Tiger Shroff (@tigerjackieshroff) on

ଅଭିନେତା ଟାଇଗର ଶ୍ରଫ ନିଜ ଇଂଷ୍ଟାଗ୍ରାମ ଆକାରଉଣ୍ଟରେ ନିଜର ଏକ ସାର୍ଟଲେସ ଫଟୋ ସେୟାର କରି ଲେଖିଛନ୍ତି, ‘ଆଜି ମୁଁ ସ୍ୱିମ କରି ଘରକୁ ଯିବି ।’ ଟାଇଗରଙ୍କ ଏହି ପୋଷ୍ଟ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

କହିରଖୁଛୁ ଯେ, ମୁମ୍ବାଇ ସମେତ ଅଖପାଖ ଅଂଚଳରେ ପ୍ରବଳ ବର୍ଷା ନେଉ ଆଲର୍ଟ ଜାରି କରାଯାଇଛି । ବର୍ଷାକୁ ନେଇ ଟ୍ରେନ ଏବଂ ବସ ସେବାରେ ବାଧା ସୃଷ୍ଟି ହୋଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More