Only for Entertainment

ରିଲିଜ ହେଲା ‘ନାଗିନ-୩’ର ପ୍ରଥମେ ପ୍ରମୋ, ଜବରଦସ୍ତ ଲୁକରେ ନଜର ଆସିଲେ ଅନିତା ହସନନ୍ଦାନୀ, କରିଶ୍ମା ତନ୍ନା ଏବଂ ରଜତ ଟୋରସ

zee news
0 68

ଏକତା କପୁରଙ୍କ ଆଗୀମୀ ଟିଭି ଶୋ’ ନାଗିନ-୩ର ପ୍ରଥମ ପ୍ରମୋ ରିଲିଜ ହୋଇଛି । ପ୍ରମୋରୁ ହିଁ ଶୋ ସୁପହିଟ ହେବ ବୋଲି ଆଶା କରାଯାଉଛି । କରରଣ ଏହା ସମସ୍ତଙ୍କୁ ଖୁବ ପସନ୍ଦ ଆସିଛି । ଶୋ’ର ଏହି ଟ୍ରିଜରରେ କରିଶ୍ମା ତନ୍ନା ଏବଂ ରଜତ ଟୋକସଙ୍କ ପ୍ରେମ କାହାଣୀ ସ୍ପଷ୍ଟ ଭାବେ ନଜର ଆସୁଛି । ଏହାକୁ କଲର୍ସ ଚ୍ୟାନେଲରେ ପ୍ରସାରିତ କରାଯିବ ।

ଶୋ’ର ଏହି ଟ୍ରିଜରରେ ଅନିତା ହସନନ୍ଦାନୀଙ୍କ ପ୍ରଥମ ଲୁକ ମଧ୍ୟ ଦେଖିବାକୁ ମିଳିଛି । କୁହାଯାଉଛି ଯେ ଏହି ଶୋ’ ସନି ଦେଓଲ ଏବଂ ମନୀଷା କୋଇରାଲଙ୍କ ଫିଲ୍ମ ‘ଜାନୀ ଦୁଶ୍ମନ’ ସହିତ କିଛି ମାତ୍ରାରେ ମିଶୁଛି ।


ନାଗିନ-୩ରେ ଅନିତା ହସନନ୍ଦାନୀ ଏବଂ କରିଶ୍ମା ତନ୍ନାଙ୍କ ବ୍ୟତିତ ସୁରଭୀ ଜ୍ୟୋତି ମଧ୍ୟ ଲିଜ ରୋଲରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More