Only for Entertainment

ପତି-ପତ୍ନୀ କଲେ ଏପରି ଯୋଗ ଭିଡିଓ ହେଲା ଭାଇରାଲ

aajtak
0 75

ବିଗ ବସ୍ ପ୍ରତିଯୋଗୀ ଓ ନାଗିନ ଫେମ ଅଭିନେତ୍ରୀ ଆଶକା ଗୋରାଡିଆ ଏବଂ ତାଙ୍କ ପତି ବ୍ରେଣ୍ଟ ଗୋବଲେଙ୍କ ଏକ ଭିଡିଓ ଏବେ ଚର୍ଚ୍ଚାରେ । ଏହି ଭିଡିଓରେ ଦୁହେଁ ଯୋଗ କରୁଥିବା ନଜର ଆସିଛନ୍ତି ।

ଆଶକା ଏବଂ ତାଙ୍କ ପତି ଫିଟନେସ ଉପରେ ଖୁବ ଧ୍ୟାନ ଦେଇଥାନ୍ତି । ଆକ୍ରୋଯୋଗ କରିବାର ଏହି ଭିଡିଓକୁ ଆଶକା ସୋସିଆଲ ମିଡିଆରେ ସେୟାର କରିଛନ୍ତି । ସେୟାର ହେବାପରେ ଏହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଫ୍ୟାନମାନେ ମଧ୍ୟ ଭିଡିଓକୁ ପସନ୍ଦ କରିବା ସହିତ ପ୍ରଶଂସା ମଧ୍ୟ କରିଛନ୍ତି ।

ଦେଖନ୍ତୁ ଭିଡିଓ…

@ibrentgoble ❤️ #trust #balance #onelove #acroyoga #yoga

A post shared by Aashka Goradia Goble (@aashkagoradia) on

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More