Only for Entertainment

୧୧୭ ବର୍ଷ ବୟସରେ ବିଶ୍ୱର ସବୁଠାରୁ ବୟସ୍କ ବ୍ୟକ୍ତିଙ୍କ ନିଧନ

India
0 43

ଦକ୍ଷିଣ ଜାପନରେ ଦନୁଆର ସବୁଠାର ବୟସ୍କ ମହିଳା ନବୀ ତାଜୀମାଙ୍କର ୧୧୭ ବର୍ଷ ବୟସରେ ନିଧନ ହୋଇଛି । ନିକଟର ସେ ନିଜର ୧୧୭ତମ ଜନ୍ମଦିନ ପାଳନ କରିଥିଲେ । କିକାଇର ଜଣ ଅଧିକାରୀଙ୍କ ସୂଚନା ଅନୁସାରେ ନବୀ ତାଜୀମାଙ୍କର ଶନିବାର ରାତି ୮ଟା ପୂର୍ବରୁ ଏକ ହସ୍ପିଟାଲରେ ନିଧନ ହୋଇଯାଇଛି । ସେ ଚଳିତ ବର୍ଷ ଜାନୁଆରୀରୁ ସେଠାରେ ଭର୍ତ୍ତି ହୋଇଥିଲା ।

117
ନବୀଙ୍କ ଜନ୍ମ ୪ ଅଗଷ୍ଟ ୧୯୦୦ରେ ହୋଇଥିଲା । ତାଙ୍କର ୧୬୦ରୁ ଅଧିକ ବଂଶଜ ଥିଲେ ବୋଲି ସୂଚନା ମିଳିଛି ।
ପ୍ରାୟ ୭ ବର୍ଷ ପୂର୍ବେ ୱାୟଲେଟ ବ୍ରାଉନଙ୍କ ଜମାଇକାରେ ନିଧନ ହେବାପରେ ଦୁନିଆର ସବୁଠାରୁ ବୟସ୍କ ବ୍ୟକ୍ତିର ଟାଇଟଲ ନବୀଙ୍କୁ ମିଳିଥିଲା । ୱାୟଲେଟଙ୍କର ମଧ୍ୟ ୧୧୭ ବର୍ଷ ବୟସରେ ନିଧନ ହୋଇଥିଲା ।

image

ଆମେରିକା ସ୍ଥିତ ‘ଗେରୋନୋଲେଜି ରସର୍ଚ ଗ୍ରୁପ’ଙ୍କ କହିବା ଅନୁସାରେ ଏବେ ଜାପନାର ଶିୟୋ ୟୋଶିଦା ନାମକ ମହିଳା ବଶ୍ୱର ସବୁଠାରୁ ବୟସ୍କ ବ୍ୟକ୍ତି । ବର୍ତ୍ତମାନ ତାଙ୍କର ବୟସ ୧୧୬ ବର୍ଷ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More