Only for Entertainment

ରିଲିଜ ହେଲା ‘ନମସ୍ତେ ଇଂଲଣ୍ଡ’ର ପାର୍ଟି ସଙ୍ଗ ‘ପ୍ରପର ପଟୋଲା’ ।

Deccan Chronicle
35

ଅର୍ଜୁନ କପୁର ଏବଂ ପରିଣୀତି ଚୋପ୍ରାଙ୍କ ଆଗାମୀ ଫିଲ୍ମ ‘ନମସ୍ତେ ଇଂଲଣ୍ଡ’କୁ ନେଉ ଦର୍ଶକଙ୍କ ମନରେ ଉତ୍ସୁକତା ବଢିବାରେ ଲାଗିଛି । ପ୍ରଥମେ ଫିଲ୍ମର ଟ୍ରେଲର ଏହା ପରେ ଫିଲ୍ମର ଧମାକାଦାର ଗୀତ ସବୁ ଦର୍ଶକଙ୍କ ମନକୁ ଛୁଇଁ ପାରିଛି ।

ନିକଟରେ ଏହି ଫିଲ୍ମର ଆଉ ଏକ ଗୀତ ‘ପ୍ରପର ପଟୋଲା’ ରିଲିଜ କରାଯାଇଛି । ଏହି ଗୀତକୁ ଜଣାଶୁଣା ପଂଜାବୀ ସିଙ୍ଗର ଦିଲଜୀତ ୨୦୧୩ରେ ବନାଇଥିଲେ କିନ୍ତୁ ଫିଲ୍ମ ପାମଇଁ ବାଦଶାହ ଏହି ଗୀତକୁ ରି କ୍ରିଏଟ କରିଛନ୍ତି । ଗୀତକୁ ଶୁଣିବା ପରେ ଆପେଣ ମଧ୍ୟ କହିବେ ବାଦଶାହ ଦିଲଜୀତଙ୍କ ଏହି ଗୀତକୁ ଟ୍ରିବ୍ୟୁଟ ଦେଇଛନ୍ତି ।

ଫିଲ୍ମ ବିଷୟରେ କହିବାକୁ ଗଲେ ଫିଲ୍ମରେ ବିପୁଲ ଅମୃତଲାଲ ନିର୍ଦ୍ଦେଶକ ଭାର ତୁଲାଇଥିବା ବେଳେ ଫିଲ୍ମରେ ଅର୍ଜୁନ ଏବଂ ପରିଣୀତିଙ୍କ ରୋମାଣ୍ଟିକ କେମେଷ୍ଟ୍ରୀ ଦେଖିବାକୁ ମିଳିବ । ଫିଲ୍ମ ୧୯ ଅକ୍ଟୋବରରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More