Only for Entertainment

#MeToo କେସରେ ନାନା ପାଟେକରଙ୍କୁ କ୍ଲିନ ଚିଟ, ତନୁଶ୍ରୀ ଦତ୍ତା ଲଗାଇଥିଲେ ଯୌନ ଶୋଷଣର ଆରୋପ

google
25

ବଲିଉଡ ଅଭିନେତ୍ରୀ ତନୁଶ୍ରୀ ଦତ୍ତା ଗତ ବର୍ଷ ଅଭିନେତା ନାନା ପାଟେକରଙ୍କ ଉପରେ ଅସଂଜତ ଭାବେ ଛୁଇଁବାର ଆରୋପ ଲଗାଇ ଥିଲେ । ତନୁଶ୍ରୀଙ୍କ ଆରୋପ ନାନା ପାଟେକରଙ୍କ ସମ ସ୍ୟା ଖୁବ ବଢାଇଦେଇଥିଲା । କିନ୍ତୁ ପୋଲିସ ଜାଞ୍ଚ କରିବା ପରେ ତାଙ୍କୁ ନାନା ପାଟେକରଙ୍କ ବିରୋଧରେ କୌଣସି ପ୍ରମାଣ ମିଳିନାହିଁ । ପୋଲିସ ଅଧିକାରୀ ପରମଜୀତ ସିଂ ଦହିଆ କହିଛନ୍ତି ଯେ ଉପନଗରୀଆ ଓଶୀବାରା ପୋଲିସ ବୁଧବାର ଅନେ୍ଧରୀର ମେଟ୍ରୋପୋଲିଟନ ମାଜିଷ୍ଟ୍ରେଟହ୍କ ସାମ୍ନାରେ ଏକ ବି ସମ୍ମରୀ ରିପୋର୍ଟ ଦାଖଲ କରିଛନ୍ତି ।

ଆପଣଙ୍କୁ କହିରଖୁଛୁ ଯେ, ଏହି ରିପେର୍ଟ ସେତେବେଳେ ଦଖଲ କରାଯାଏ ଯେତେବେଳେ ପୋଲିସ ଆରୋପୀ ବିରୁଦ୍ଧରେ କୌଣସି ପ୍ରମାଣ ପାଇନଥାଏ । ଏପରି ସ୍ଥିତିରେ ନାନାବଙ୍କ ବିରୋଧରେ କୌଣସି ପ୍ରମାଣ ନମିଳିବାରୁ ତାଙ୍କୁ କ୍ଲିନ ଚିଟ ଦିଆଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More