Only for Entertainment

ନାସା ଜାରି କରିଥିବା ଫଟୋରେ ଦେଖିବାକୁ ମିଳିଲା କିଭଳି ଫନି ପରେ ଅନ୍ଧକାରରେ ବୁଡି ରହିଛି ଭୁବନେଶ୍ୱର !

107

ଫୋନି କୁ ନେଇ ଓଡିଶାରେ ତାଣ୍ଡବ ହୋଇଥିବା ବେଳେ । ଏହି ବାତ୍ୟା କାରଣରୁ ଲକ୍ଷ ଲକ୍ଷ ପ୍ରଭାବିତ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଥିଲା ଏବଂ ସେଥିରୁ ୪୦ଜଣଙ୍କ ମୃତ୍ୟୁ ହୋଇଛି ବୋଲି ରିପୋର୍ଟରୁ ଜଣାପଡିଛି । ୧୯୯୯ପରେ ପ୍ରଥମଥର ଆସିଥିବା ଏହି ପ୍ରଳୟଙ୍କାରୀ ବାତ୍ୟା ପୁରୀ ଜିଲ୍ଲାକୁ କରିଦେଇଛି ଶ୍ରୀହୀନ । ଏବେ ଏହି ପ୍ରଳୟଙ୍କାରୀ ବାତ୍ୟାର କିଛି ଫଟୋ ନାସା ଜାରି କରିଛି ।

ଏହି ଫଟୋରେ ଦେଖିବାକୁ ମିଳିଛି ଫୋନି ବାତ୍ୟା ପୁର୍ବରୁ ବିଦ୍ୟୁତ ସରବରାହର ବ୍ୟବସ୍ଥା ଏବଂ ଏହାପରେ ଇଲାକାର କଣ ରହିଛି ପରିସ୍ଥିତି ଦେଖିବାକୁ ମିଳିଛି ।

ଆମେରିକା ସ୍ପେଶ ଏଜେନ୍ସି ନାସା ତରଫରୁ ଜାରି କରାଯାଇଥିବା ଫଟୋରେ କୁହାଯାଇଛି ଯେ ଯେଉଁଠି ବିଜୁଳି ଚାଲିଯାଇଛି ସେହିସ୍ଥାନ ଫନି କାରଣରୁ ଅବସ୍ଥା ଏଭଳି ଦେଖାଦେଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More