Only for Entertainment

ସୌନ୍ଦର୍ଯ୍ୟ ଟିପ୍ସ: ମେକଅପ ଛଡ଼ାଇବା ପାଇଁ ବ୍ୟବହାର କରନ୍ତୁ ପ୍ରାକୃତିକ ଜିନିଷ

her zindegi
34

ଆମେ ଅଧିକାଶଂ ସମୟରେ ମେକ୍‌ଅପ୍‌ ଛଡ଼ାଇବା ପାଇଁ ବଜାରରେ ମିଳୁଥିବା ବିଭିନ୍ନ କେମିକାଲ୍‌ର ବ୍ୟବହାର କରାଯାଏ ।କିନ୍ତୁ ସେହି ସବୁ ମେକିକଲ ତ୍ୱଚାକୁ ପରେ ବିଭିନ୍ନ କ୍ଷତି ପହଂଚାଇଥାଏ । ତେବେ ଏଥିରୁ ବୁକ୍ତି ପାଇଁ ପ୍ରାକୃତିକ ଉପାୟ ମଧ୍ୟ କରାଯାଇ ପାରିବ । ତେବେ କେଉର୍ ପ୍ରାକୃତିକ ପ୍ରସାଧନ ସାମାଗ୍ରୀ ବ୍ୟବହାର କରିବା ଉଚିତ ଆସନ୍ୁ ଆଲୋଚନା କରିବା ।

ଅଳ୍ପ ଅଲିଭ୍ ଅଏଲ୍‌ ଏବଂ ବାଦାମ ତେଲ ନେଇ ଚେହେରାରେ ମାଲିସ୍‌ କରନ୍ତୁ। ଏହା ପରେ ଟିସୁ ମାଧ୍ୟମରେ ମେକ୍‌ଅପ୍‌ ଛଡ଼ାନ୍ତୁ। ମେକ୍‌ଅପ୍‌ ଛଡ଼ାଇବା ପାଇଁ ଏହା ସବୁଠୁ ଭଲ ଉପାୟ। ଏହା କରିବା ଦ୍ୱାରା ମେକ୍‌ଅପ୍‌ ଛଡ଼ାଇଲା ପରେ ତ୍ୱଚା ଖରାପ ନହୋଇ ଚମକ ଆସିଥାଏ।

ବେବି ଅଏଲ୍‌ ଏବଂ ନଡ଼ିଆ ତେଲ ମେକ୍‌ଅପ୍‌ ଛଡ଼ାଇବା ପାଇଁ ଆଉ ଏକ ଭଲ ଉପାୟ। ଏହାକୁ ବ୍ୟବହାର କରି ଆପଣ ମେକ୍‌ଅପ୍‌ ଛଡ଼ାନ୍ତୁ। ବେବି ଅଏଲ୍‌ ତ୍ୱଚାରେ ଚମକ ଆଣିବା ସହ ମେକ୍‌ଅପ୍‌ର ଦ୍ୱାରା ତ୍ୱଚା ଖରାପ ହେବାରୁ ରକ୍ଷା କରିଥାଏ।

ଷ୍ଟିମ୍‌ ବ୍ୟବହାର କରିବା ଦ୍ୱାରା ମଧ୍ୟ ମେକ୍‌ଅପ୍‌ ଛଡ଼ାଇ ହେବ। ଏକ ପାତ୍ରରେ ଗରମ ପାଣି ନେଇ ଚେହେରାକୁ ଗରମ ପାଣିର ବାମ୍ପ ଦିଅନ୍ତୁ। ଏହା କରିବା ଦ୍ୱାରା ଚେହେରାରେ ଥିବା ମୃତ କୋଷ ସହଜରେ ବାହାରି ଆସେ ଏଂ ମେକ୍‌ଅପ୍‌ ଭଲରେ ରିମୁଭ୍‌ ହୋଇଥାଏ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More