Only for Entertainment

ଠାକରେଙ୍କ ବାଓପିକରେ ମୁଖ୍ୟ ଭୂମିକାରେ ନଜର ଆସିବେ ଏହି ଅଭିନେତା ।

DNA
0 52

ବଲିଉଡରେ ପ୍ରସ୍ତୁତ ହେବାକୁ ଥିବା ବାଲ୍ ଠାକରେଙ୍କ ବାଓପିକରେ ମୁଖ୍ୟ ଭୂମିକାରେ ନଜର ଆସିବେ ଅଭିନେତା ନୱାଜୁଦ୍ଦିନ ସିଦ୍ଧିକି । ଫିଲ୍ମରେ ବାଲ ଠାକରେଙ୍କ ଚରିତ୍ରକୁ ପରଦାରେ ତୁଲାଇବେ ନୱାଜୁଦ୍ଦିନ୍ । ଏହି ବାଓ ପିକକୁ ନେଇ ଅନେକ ଖବର ମାୟାନଗରୀରେ ପୂର୍ବରୁ ବି ଶୁଣିବାକୁ ମିଳିଛି ।

ତେବେ ଏବେ ଖବର ଆସିଛି ଖୁବଶୀଘ୍ର ଏହି ସିନେମାର ସୁଟିଂ ଆରମ୍ଭ ହେବ । ମାର୍ଚ୍ଚ ୨୫ ତାରିଖରୁ ଏହି ବାଓପିକ୍ର ସୁଟିଂ ଆରମ୍ଭ କରିବେ ଭର୍ସାଟାଇଲ୍ ଅଭିନେତା ନୱାଜୁଦ୍ଦିନ୍ ।

ଫିଲ୍ମ ପାଇଁ ନୱାଜୁଦ୍ଦିନ୍ ଅନେକ ତାଲିମ୍ ନେଇଛନ୍ତି ବାଲ ଠାକରେଙ୍କ ଶୈଳିରେ କଥାହେବା ତାଙ୍କ ଭଳି ଚାଲିବା ଅନେକ ପ୍ରଶିକ୍ଷଣ ନେଇଛନ୍ତି ନୱାଜୁଦ୍ଦିନ୍ । ସିନେମାଟି ଆସନ୍ତା ବର୍ଷ ଜାନୁୟାରୀ ମାସରେ ରିଲିଜ୍ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More