Only for Entertainment

ନେହା କକ୍କଡ ନିଜ ଗାଉନ ସହ କଲେ କିଛି ଏଭଳି, ଡରିଗଲେ ସିଙ୍ଗର, ଭିଡିଓ ଭାଇରାଲ !

28

ବଲିଉଡ ସିଙ୍ଗର ନେହା କକ୍କଡ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଥାଆନ୍ତି , ଏବଂ ତାଙ୍କର ଭିଡିଓ ସବୁବେଳେ ଭାଇରାଲ ହେଉଥାଏ । ସେହିଭଳି ନେହାଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିିଛି । ଏହି ଭିଡିଓରେ ନେହାଙ୍କ ସହ ସୋନୁ ନିଗମ ମଧ୍ୟ ନଜର ଆସିଛନ୍ତି । ନେହା କିଛି ଦିନ ପୂର୍ବେ ସୋସିଆଲ ମିଡିଆରେ ଏକ ଇମୋସନାଲ ପୋଷ୍ଟ ଶେୟାର କରିଥିଲେ ଏବଂ ଡିପ୍ରେସନରେ ଥିବା ମଧ୍ୟ କହିଥିଲେ । ମାତ୍ର ଏବେ ହୁଏତ ନିଜ ମନକୁ ଖୁସି କରିବା ପାଇଁ ପ୍ରୟାସରେ ଲାଗି ପଡିଛନ୍ତି । ନିକଟରେ ସାମ୍ନାକୁ ଆସିଥିବା ଏକ ଭିଡିଓରେ ନେହା ଖୁବ ମସ୍ତି କରୁଥିବାର ନଜର ଆସିଛନ୍ତି ।

ନେହାଙ୍କ ଏହି ଭିଡିଓ ଏକ ପୋଷ୍ଟ ପ୍ୟାକଅପ ସମୟର ଅଟେ ଏବଂ ଏଥିରେ ସୋନୁ ନିଗମ ତାଙ୍କ ସହ ନଜର ଆସିଛନ୍ତି । ଭିଡିଓ ଖୁବ ମଜାଦାର ହୋଇଛି ଦେଖନ୍ତୁ –

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More