Only for Entertainment

ଦଶ ଟଙ୍କାରେ ଏମିତି କ’ଣ ମାଗିଲେ ନେହା କକ୍କର, ସୋସିଆଲ ମିଡିଆରେ ହେଲା ଭାଇରାଲ

NDTV India
0 62

ସିଙ୍ଗର ନେହା କକ୍କର ସୋସିଆଲ ମିଡିଆରେ ସର୍ବଦା ଆକ୍ଟିଭ ରୁହନ୍ତି । ନିକଟରେ ନେହା ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ମସ୍ତି କରୁଥିବାର ଏକ ଭିଡିଓ ଶେୟାର କରିଛନ୍ତି । ଭିିଡିଓ ଶେୟାର କରିବା ପରେ ଏହା ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ନେହା ୧୦ ଟଙ୍କାରେ କିଛି ମାଗୁଥିବାର ନଜର ଆସିଛନ୍ତି । ଯହାକୁ ଦେଖିଲେ ଆପଣ ମଧ୍ୟ ନିଜ ହସ କୁ ରଖିପାରିବେ ନାହିଁ ।

ଏହି ଭିଡିଓରେ ନେହା ନିଜ ବନ୍ଧୁ ହିମାଂଶ କୋହଲିଙ୍କ ସହିତ ନଜର ଆସିଛନ୍ତି । ନେହା ମସ୍ତି ଭରା ଅନ୍ଦାଜରେ ୧୦ ଟଙ୍କାରେ ତୁରତୁରେ ମାଗୁଛନ୍ତି । ନେହାଙ୍କର ଏହି ଭିଡିଓ ସମସ୍ତଙ୍କୁ ଖୁବ ପସନ୍ଦ ଆସୁଛି ।

 

ସୂଚନା ଅନୁସାରେ ନେହା ଏବଂ ହିମାଂଶ କେହଲିଙ୍କ ବନ୍ଧୁତାକୁ ନେଇ ବର୍ତ୍ତମାନ ଖୁବ ଚର୍ଚ୍ଚା ହେଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More