Only for Entertainment

ମଂଚ ଉପରେ ଧମାକାଦାର ପର୍ଫମାନ୍ସ ଦେଲେ ନେହା କକ୍କର, ଭାଇରାଲ ହେଲା ଭିଡ଼ିଓ ।

ndtv
29

ସିଙ୍ଗର ନେହା କକ୍କର ନିଜ ଦମଦାର ସିଙ୍ଗିଙ୍ଗ ଷ୍ଟାଇଲ ପାଇଁ ବେଶ ପରିଚିତ ଏବଂ ପ୍ରସିଦ୍ଧ । ତାଙ୍କ କଣ୍ଠ ସ୍ୱରର ଯାଦୁ ସମସ୍ତଙ୍କୁ କିମିଆ କରିଛି । ସେ ସାରା ଦେଶରେ କନ୍ସର୍ଟ କରନ୍ତି ଏବଂ ତାଙ୍କର ପ୍ରତ୍ୟେକଟି ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଏ । ନିକଟରେ ନେହାଙ୍କର ଅନ୍ୟ ଏକ ଭିଡ଼ିଓ ଭାଇରାଲ ହେଉଛି । ଯେଉଁଥିରେ ସେ ତାଙ୍କ କଣ୍ଠ ସ୍ୱରରେ ସମସ୍ତଙ୍କୁ ଦିୱାନା କରିଛନ୍ତି ।

ଭିଡ଼ିଓରେ ନେହା ତାଙ୍କ ହିଟ ଗୀତ ଗାଉଥିବାର ଦେଖିବାକୁ ମିଳିଛି ଏବଂ ଦର୍ଶକ ଖୁବ ଝୁମୁଛନ୍ତି ମଧ୍ୟ । ତେବେ ନେହା ଏହି ଭିଡ଼ିଓକୁ ତାଙ୍କ ଇଂଷ୍ଟାଗ୍ରାମ ଆକାଉଂଟରେ ଶେୟାର କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More