Only for Entertainment

ରିଲିଜ ହେଲା ନେହା କକ୍କରଙ୍କ ନୂଆ ଗୀତ ‘ଦିଲ୍ଲୀବାଲି’

MovieRog
35

ବଲିଉଡ୍ କଣ୍ଠଶିଳ୍ପୀ ନେହା କକ୍କରଙ୍କ ଏକ ପଂଜାବି ରୋମାଂଟିକ ଗୀତ ‘ଦିଲ୍ଲୀବାଲି’ ନିକଟରେ ରିଲିଜ୍ ହୋଇଛି । ଗୀତରେ ତାଙ୍କ ସହ ପଂଜାବୀ ସିଙ୍ଗର୍ ବିଲାଲ୍ ସଇଦଙ୍କୁ ଦେଖିବାକୁ ମିଳିଛି । ଏହି ଗୀତରେ ଲିରିକ୍ସ ସହ ସଙ୍ଗୀତର ଭାର ତୁଲାଇଛନ୍ତି ଖୋଦ ବିଲାଲ୍ ସଇଦ୍ । ଗୀତ ଦୃଶ୍ୟାୟନରେ ମଧ୍ୟ ବିଲାଲ୍ ଓ ନେହା କକ୍କରଙ୍କୁ ଦେଖିବାକୁ ମିଳିଛି । ୟୁଟୁବରେ ରିଲିଜ୍ ହୋଇଥିବା ଏହି ଗୀତକୁ ମାତ୍ର ୨ ଦିନ ଭିତରେ ପାଖାପାଖି ୫ ମିଲିଅନ୍ ଦର୍ଶକ ଦେଖି ସାରିଲେଣି । ଦର୍ଶକ ଏହି ରୋମାଂଟିକ୍ ପଂଜାବି ଗୀତକୁ ପସନ୍ଦ କରୁଥିବା ଦେଖିବାକୁ ମିଳୁଛି ।

ଦେଖନ୍ତୁ ଏହି ଗୀତ –

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More