Only for Entertainment

ନେଟଫ୍ଲିକ୍ସ ପ୍ରସ୍ତୁତି କରୁଛି ୮ଟି ନୂଆ ଭାରତୀୟ ଫିଲ୍ମ !

38

ନେଟଫ୍ଲିକ୍ସ ଶୁକ୍ରବାର ଦିନ ଘୋଷଣା କରିଛି ଯେ ସେ ହାରାହାରି ୮ଟି ଭାରତୀୟ ଫିଲ୍ମ ଉପରେ କାମ କରିବାକୁ ଯାଉଛି । ଯାହା ଖୁବ ଶୀଘ୍ର ଏଏହି ପ୍ଲାଟଫର୍ମରେ ଦେଖିବାକୁ ମିଳିବ । ଏହାସହ ନେଟଫ୍ଲିକ୍ସ ଏହି ଜରିଆରେ ଭାରତରେ ନିଜର ସ୍ଥାୟିତ୍ୱ ବିସ୍ତାର କରିବାକୁ ଯାଉଛି । ନେଟଫ୍ଲିକ୍ସର କଂଟେଂଟ ଏକ୍ଜ୍ୟୁକୁଟିଭ ସିମରନ ସେଠୀ ‘ସି ହ୍ୱାଟ୍ସ ନେକ୍ସଟ: ଏସିଆ’ କାର୍ଯ୍ୟକ୍ରମର ଘୋଷଣା କରିଛନ୍ତି ।

୪ଟି ପ୍ରୋଜେକ୍ଟ ‘ରାଜମା ଚାୱଲ’. ଫାୟରବ୍ରାଣ୍ଡ’ , ୧୫ଅଗଷ୍ଟ ଏବଂ ମ୍ୟୁଜିକାଲ ଟିଚର ଖୁବ ଶୀଘ୍ର ଏହି ପ୍ଲାଟଫର୍ମରେ ଉପଲବ୍ଧ ହେବ । ନେଟଫ୍ଲିକ୍ସ ୪ଟି ଅନ୍ୟ ପ୍ରୋଜେକ୍ଟ ‘ଚପଷ୍ଟିକ’ , ‘ବୁଲବୁଲ’, ‘ଅପଷ୍ଟାର୍ଟ’ ଏବଂ ‘କୋବାଲ୍ଟ ବ୍ଲୁ’ରେ କାମ ଚାଲିଛି । ନେଟଫ୍ଲିକ୍ସ ଘୋଷଣା କରିଛି ଯେ ଦେବ ପଟେଲ ଏବଂ ଆର୍ମୀ ହେମର ଅଭିନୀତ ‘ହୋଟେଲ ମୁମ୍ବାଇ’ ଆସନ୍ତା ବର୍ଷ ମଧ୍ୟରେ ଉପଲବ୍ଧ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More