Only for Entertainment

ଟାଇପ ରାଇଟର ଲୁକ’ର ପ୍ରଥମ ପୋଷ୍ଟର ଆଉଟ, ସୁଜାୟ ଘୋଷଙ୍କ ପ୍ରଥମ ୱେବସିରିଜ ।

39

ବଲିଉଡର ପ୍ରସିଦ୍ଧ ନିର୍ଦ୍ଦେଶକ ସୁଜାୟ ଘୋଷ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି । କହାନୀ ଏବଂ ବଦଲା ଭଳି ଫିଲ୍ମର ନିର୍ଦ୍ଦେଶନା ଦେଇଥିବା ସୁଜାୟ ଘୋଷ ନେଟଫ୍ଲିକ୍ସରେ ୱେବସିରିଜ ପାଇଁ ପ୍ରସ୍ତୁତ । ସିରିଜର ଟାଇଟଲ ହେଉଛି ‘ଟାଇପ ରାଇଟର’ । ଏହାର ପ୍ରଥମ ଲୁକ ଆଉଟ ହୋଇ ସାରିଛି ।

ଫିଲ୍ମ କ୍ରିଟିକ ଏବଂ ଟ୍ରେଣ୍ଡ ଆନାଲିଷ୍ଟ ତରନ ଆଦର୍ଶଙ୍କ ଏହା ବିଷୟରେ ଜଣାଇଛନ୍ତି । ଏଥିରେ ଯୁବପିଢୀ ନଜର ଆସିବେ । ଏହି ମାସ ୧୯ ଜୁଲାଇରେ ନେଟଫ୍ଲିକ୍ସରେ ସିରିଜ ରିଲିଜ ହେବ ।

 

କହିରଖୁଛୁ ଟାଇପ ରାଇଟର ଗୋଆର ବ୍ୟାକଡ୍ରପରେ ଏକ ହଂଟେଡ ହାଉସର କାହାଣୀ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More