Only for Entertainment

ଶନିବାର ଦିନ ଘରକୁ ଆଣନ୍ତୁ ନାହିଁ ଏହି ସମସ୍ତ ଜିନିଷ,ରୁଷ୍ଟ ହେବେ ଶନିଦେବ ।

dainiksaveratimes.com
41

ଦେବା ଦେବୀଙ୍କୁ ପ୍ରସନ୍ନ କରିବା ପାଇଁ ଆମେ ବିଭିନ୍ନ ଉପାୟ ଆପଣାଇ ଥାଉ । ସେମାନଙ୍କ ମଧ୍ୟରେ ଶନିଦେବ ଅନ୍ୟତମ । କୁହାଯାଏ ଶନିଙ୍କ କୋପଦୃଷ୍ଟି ଥରେ ପଡ଼ିବା ମାତ୍ରେ ସବୁକିଛି ଛିନ୍ନ ବିଛିନ୍ନ ହୋଇଯାଏ । ତେଣୁ ତାଙ୍କୁ ପ୍ରସନ୍ନ କରିବା ପାଇଁ ସମସ୍ତେ ବିଭିନ୍ନ ଉପାୟ କରିଥାନ୍ତି । କିନ୍ତୁ ଆପଣ ଜାଣନ୍ତିକି ଏଭଳି କିଛି ଜିନିଷ ଅଛି ଯାହାକୁ ଶନିବାର ଦିନ ଘରକୁ ଆଣିବା ଦ୍ୱାରା ଶନିଦେବ ରାଗି ଯାଇଥାନ୍ତି । ଆସନ୍ତୁ ଆଲୋଚନା କରିବା ।

୧. ଶନିବାରରେ  ଲୁହାରେ ତିଆରି କୌଣସି ଜିନିଷ କିଣିବା ପାଇଁ ମନା କରାଯାଇଥାଏ ।  କୁହାଯାଏ ଏହି ଦିନ ଲୁହା ସାମଗ୍ରୀ କିଣିଲେ ଶନିଦେବ କ୍ରୋଧିତ ହୋଇ ଥାଆନ୍ତି । ମାତ୍ର ଏହି ଦିନ ଲୁହାରେ ତିଆରି ସାମଗ୍ରୀ ଦାନ କଲେ ସୁଫଳ ମିଳିଥାଏ ।

୨. ଶନିବାରରେ ସୋରିଷର କୌଣସି ପଦାର୍ଥ କିଣିବା ପାଇଁ ବାରଣ କରାଯାଇଛି । ଏପରି କଲୋ ରୋଗଗସ୍ତ ହୁଅନ୍ତି ବୋଲି ବିଶ୍ୱାସ ରହିଛି । ଏହି ଦିନ ସୋରିଷ ତେଲରେ ଉପମା ତିଆରି କରି କଳା କୁକୁରଙ୍କୁ ଖାଇବାକୁ ଦେଲେ ଭଲ ।

୩. ଶନିବାରରେ  ଲୁଣ  କିଣିବା କଥା ନୁହେଁ । ଏଥିଯାଗୁଁ ଋଣ ବଢେ ବୋଲି କୁହାଯାଇଥାଏ ।

୪. ଶନିବାରେର କଇଁଚି ବା କତୁରି କିଣାବାକୁ ମନା କରାଯାଇଥାଏ । ଏହି ଦିନ କତୁରି କିଣିଲେ ସମ୍ପର୍କ ହାନୀ ହୋଇଥାଏ ।

୫. ଶନିବାରରେ କଳା ରଙ୍କର ଜୋତା କି ଚପଲ କିଣନ୍ତୁ ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More