Only for Entertainment

ମକା ଖାଇବା ପରେ ପାଣି ପିଇବା ଦ୍ୱାରା ଶରୀରକୁ କ୍ଷତି ପହଂଚିଥାଏ,ଜାଣନ୍ତୁ କାହିଁକି ।

onlymyhealth.com
24

କେବଳ ସ୍ୱାଦ ପାଇଁ ନୁହେଁ ଶରୀର ପାଇଁ ମଧ୍ୟ ଖୁବ୍ ହିତକର ହୋଇଥାଏ ମକା । କିନ୍ତୁ ଆପଣମାନେ ଜାଣିନଥିବେ ଯେ ମକା ଖାଇବା ପରେ ପାଣି ପିଇବା ଶରୀର ପାଇଁ ଭାରି ପଡିପାରେ । ତେବେ ଆସନ୍ତୁ ଜାଣିବା କେଉଁ କାରଣ ଯୋଗୁଁ ମକା ଖାଇବା ପରେ ପାଣି ପିଇବା ଉଚିତ୍ ନୁହେଁ ।

ଅନେକ ସମୟରେ ଆପଣ ଦେଖିଥିବେ କି ମକା ଖାଇବା ପରେ ଲୋକେ ପେଟ ଫୁଲିବା ଏବଂ ଦରଜ ହେବାର ଅଭିଯୋଗ କରିଥାନ୍ତି । ଏଭଳି ଏଥିଯୋଗୁଁ ହୋଇଥାଏ କି ଲୋକେ ମକା ଖାଇବା ପରେ ପାଣି ପିଇଦେଇ ଥାନ୍ତି । ଯାହା ସିଧାସଳଖ ପାଚନକ୍ରିୟାରେ ପ୍ରଭାବ ପକାଇଥାଏ । ଏହାଦ୍ୱାରା ପାଚନକ୍ରିୟା କମଯୋର ହୋଇଯାଏ ।

ମକା ଖାଇବା ପରେ ପାଣି ପିଇବା ଦ୍ୱାରା ମକାରେ ଥିବା କାର୍ବୋସ ଏବଂ ଷ୍ଟାର୍ଚ ପାଣିରେ ମିଶି ଯାଇଥାଏ, ଯାହାଫଳରେ ପେଟରେ ଗ୍ୟାସ ରହିଯାଏ । ଯେଉଁଥି ପାଇଁ ଅନେକ ଲୋକଙ୍କର ଏସିଡିଟ, ପେଟଫୁଲିବା, ପେଟ ଦରଜ ହେବା ଆଦି ସମସ୍ୟା ଦେଖାଦେଇଥାଏ । ଯଦି ଆପଣମାନେ ଏହି ସମସ୍ୟାର ସମୁଖୀନ ହେଉଛନ୍ତି ତେବେ ନିଶ୍ଚିତ ଏଥିପ୍ରତି ଧ୍ୟାନ ଦିଅନ୍ତୁ ।

ମକା ଖାଇବା ବେଳେ ଧ୍ୟାନ ରଖିଥିବେ କି ଯେପରି ୪୫ ମିନିଟ୍ ପୂର୍ବରୁ ପାଣି ନପିଅନ୍ତି । ଏହାବ୍ୟତୀତ ବର୍ଷାଦିନେ ପାଚନ ଶକ୍ତି ଦୁର୍ବଳ ଥାଏ । ସେଥିପାଇଁ ଖୁବ୍ ଶୀଘ୍ର ଶରୀରକୁ ବିଭିନ୍ନ ରୋଗ ଆକ୍ରମଣ କରିଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More