Only for Entertainment

ଗ୍ୟାଷ୍ଟ୍ରିକରେ ପିଡ଼ିତ ବ୍ୟକ୍ତି ରାତିରେ ଖାଆନ୍ତୁ ନାହିଁ ଏହି ଖାଦ୍ୟ ।

very well
35

ଯେଉଁ ଲୋକମାନଙ୍କର ଗ୍ୟାସ୍‌ଷ୍ଟ୍ରିକ୍‌ ସମସ୍ୟା ରହିଛି । ସେମାନେ ରାତି ସମୟରେ ଆଳୁ ଏବଂ ପିଆଜରେ ତିଆରି ହୋଇଥିବା ଜିନିଷ ଖାଇବା ଉଚିତ୍‌ ନୁହେଁ । କାରଣ ଆଳୁ ଏବଂ ପିଆଜରେ କୋଲେଷ୍ଟ୍ରଲର ମାତ୍ରା ଅଧିକ ପରିମାଣରେ ରହିଥାଏ । ଯାହା ଦ୍ୱାରା ପେଟରେ ଗ୍ୟାସ ଭରି ଯାଇଥାଏ ।

 

ଗ୍ୟାସ୍‌ ସମସ୍ୟା ଥିଲେ ଫାଷ୍ଟଫୁଡ୍‌ ଜମା ବି ଖାଆନ୍ତୁ ନାହିଁ । କାରଣ ଫାଷ୍ଟଫୁଡ୍‌କୁ ତିଆରି କରିବାରେ ଅନେକ ମସଲାର ବ୍ୟବହାର କରାଯାଇଥାଏ । ଯାହାଦ୍ୱାରା ପେଟ ଗରମ ହେବା, ଜଳିବା ଏବଂ ବଦ୍‌ହଜମି ଭଳି ସମସ୍ୟା ଦେଖା ଯାଇଥାଏ ।

 

ପତ୍ରକୋବି ପାଟିକୁ ସୁଆଦିଆ ଲାଗୁଥିଲେ ମଧ୍ୟ ପେଟରେ ଗ୍ୟାସ୍‌ ସୃଷ୍ଟି କରିଥାଏ । କାରଣ ପତ୍ରକୋବିକୁ ହଜମ ହେବାରେ ସମୟ ଲାଗିଥାଏ । ରାତି ସମୟରେ ଏହାକୁ ଖାଇବା ଦ୍ୱାରା ଏହା ହଜମ ନ ହୋଇ ପାରି, ପେଟରେ ଗ୍ୟାସ୍‌ ସୃଷ୍ଟି କରିଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More