Only for Entertainment

କେବେ ମଧ୍ୟ ବ୍ୟବହାର କରନ୍ତୁ ନାହିଁ ଅନ୍ୟର ଏହି ୬ଟି ଜିନିଷ,ଜୀବନରେ ବଢିଯିବ ସମସ୍ୟା

amazon.fr
154

କିଛି ଖରାପ ସମୟକୁ ନେଇ ବାସ୍ତୁ ଶାସ୍ତ୍ରରେ କିଛି କଥା ବର୍ଣ୍ଣିତ ଅଛି । ଯେଉଁଥିରେ କୁହାଯାଇଛି ଅନ୍ୟର ଏହି ୬ଟି ଜିନିଷକୁ ବ୍ୟବହାର କରିବା ଅନୁଚିତ ।

ରୁୁମାଲ- କାହାକୁ ଭୁଲରେ ମଧ୍ୟ ରୁମାଲ ମାଗନ୍ତୁ ନାହିଁ ।ଏହା ଦ୍ୱାରା ଉଭୟ ବ୍ୟକ୍ତିଙ୍କ ମଧ୍ୟରେ ଚିନ୍ତା ବଢିଯାଏ । ବିଶେଷ କରି ଆର୍ଥିକ ସମସ୍ୟା ।

ଖଟ- ଅନ୍ୟ କାହାର ଖଟରେ ଶୋଇବା ଅନୁଚିତ,ଏହା ଦ୍ୱାରା ଧନହାନୀ ଏବଂ ମାନସିକ ସମସ୍ୟା ବଢିଥାଏ ।
ଡ୍ରେସ- ଯଦି ଅନ୍ୟର ଡ୍ରେସ ମାଗି ପିନ୍ଧୁଛନ୍ତି ତେବେ ଏହାକୁ ବନ୍ଦ କରନ୍ତୁ । ଏହା ଦ୍ୱାରା ମଧ୍ୟ ଧନ ହାନୀ ଏବଂ ଶରୀର ଅସୁସ୍ଥ ସମସ୍ୟା ବଢିଥାଏ ।

ଟଙ୍କା- ଉଦ୍ଧାର ଆଣିଥିବା ଟଙ୍କାକୁ ଖୁବଶୀଘ୍ର ଫେରାନ୍ତୁ । କାରଣ ଅନ୍ୟର ଟଙ୍କା ରଖିବା ଦ୍ୱାରା ଆପଣଙ୍କ ନିକଟରେ ଟଙ୍କା ରହିବ ନାହିଁ ।

କଲମ- ଅନ୍ୟଠାରୁ କଲମ ଆଣନ୍ତୁ ନାହିଁ । ବିଶେଷ କରି ଯେତେବେଳେ ଆପଣ ଏହାକୁ ଫେରାଇବାକୁ ଭୁଲି ଯାଉଛନ୍ତି । କୁହାଯାଏଯେ ଏହାଦ୍ୱାରା ଆର୍ଥିକ ସମସ୍ୟା ବଢିଥାଏ ।

ଘଂଟା- ଅନ୍ୟର ଘଂଟା ପିନ୍ଧନ୍ତୁ ନାହିଁ । ଏହା ଦ୍ୱାରା ଆପଣଙ୍କ ସମୟ ଆପଣଙ୍କ ଦ୍ୱାରା ଚାଳିବ ନାହିଁ । କାମରେ ସମସ୍ୟା ଦେଖାଦେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More