Only for Entertainment

ଘରେ ଏହି ସମସ୍ତ ଠାକୁରଙ୍କୁ ପୂଜା କରୁଛନ୍ତି କି? ତେବେ ହୋଇଯାନ୍ତୁ ସାବଧାନ !

263

ସମସ୍ତ ଙ୍କ ଘରେ ଠାକୁର ଙ୍କ ମୂର୍ତି ରଖାଯାଏ ଓ ପୂଜା କରାଯାଏ। ବାସ୍ତୁ ବିଚାର ଅନୁସାରେ କିଛି ମୂର୍ତ୍ତି କୁ ଘରେ ରଖାଯାଏ ଓ କିଛି ମୂର୍ତ୍ତି କୁ ରଖାଯାଏ ନାହିଁ। କିଛି ମୂର୍ତ୍ତି କୁ ଘରେ ରଖିବା ଦ୍ୱାରା ଘରେ ଅଶାନ୍ତି ଓ ଅସୁବିଧା ଦେଖାଦେଇ ଥାଏ। ଘରେ ଠାକୁର ଙ୍କୁ ସକାଳ, ସନ୍ଧ୍ୟା ରେ ପୂଜା କରିବା ଦ୍ୱାରା ଘରେ ଅଶାନ୍ତି ଦେଖାଯାଏ ନାହିଁ। ବାସ୍ତୁ ଶାସ୍ତ୍ର ଅନୁସାରେ ରାହୁ, କେତୁ ଙ୍କର ଫଟ ଘରେ ରଖିବା ଉଚିତ ନୁହେଁ କି ପୂଜା କରିବା ଉଚିତ ନୁହେଁ, ଯଦି କାହାର ରାହୁ, କେତୁ ଦୋଷ ରହିଛି ତେବେ ଫଟ କୁ ଘର ବାହାରେ ରଖି ପୂଜା କରନ୍ତୁ। ଭଗବାନ ଶନି କର୍ମଫଳ ଦାତା ଅଟନ୍ତି।

କିନ୍ତୁ, ଶନି ଙ୍କର ଫଟ ଘରେ ରଖିବା ଦ୍ୱାରା ଘରେ ଅଶାନ୍ତି ବଢ଼ି ଥାଏ। ଯଦି ଆପଣ ଚାହୁଁଛନ୍ତି ଶନି ଦେବ ଙ୍କର ପୂଜା କରିବା କୁ ତେବେ ମନ୍ଦିର ରେ କରନ୍ତୁ। କାଳଭୈରବ ଦେବତା ହେଉଛନ୍ତି ଶିବ ଙ୍କର ଗୋଟିଏ ଅବତାର।

ଶାସ୍ତ୍ର ଅନୁସାରେ କାଳଭୈରବ ହେଉଛନ୍ତି ତନ୍ତ୍ର ବିଦ୍ୟା ର ଅଧିକାରୀ। ଏହି ଠାକୁରଙ୍କ ପୂଜା ଧୁମ୍ ଧାମ୍ ରେ କରାଯାଏ। କିନ୍ତୁ ଘରେ ରଖି ପୂଜା କରିବେ ନାହିଁ। ଶେଷରେ ହେଉଛନ୍ତି ନଟ୍ରାଜ ଫଟ। ଏହି ଠାକୁର ହେଉଛନ୍ତି ଶିବଙ୍କ ରୁଦ୍ରାବତାର। ଏହା କୁ ଘରେ ରଖିବା ଦ୍ୱାରା ବହୁ ଅଶାନ୍ତି ଦେଖା ଦିଏ।

ଏହି ସବୁ ଦେବତାଙ୍କ ଫଟ, କିମ୍ବା ମୂର୍ତ୍ତି ଘରେ ରଖି ପୂଜା କରି

ବା ଦ୍ୱାରା ବଡ଼ ବଡ଼ ଅସୁବିଧା ର ସମ୍ମୁଖୀନ ହେବା କୁ ପଡିଥାଏ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More