Only for Entertainment

ଭୋଜପୁରୀ ନୃତ୍ୟରେ ଧୁମ ମଚାଇଲେ ବ୍ରାଜିଲିୟନ ଅଭିନେତ୍ରୀ ବୁନ୍ନା ଅଦ୍ଦୁଲ୍ଲାହ, ‘ଲଗାବେଲୁ ଜବ ଲିପିଷ୍ଟିକ ହିଲେଲା ଆରା ଡିଷ୍ଟ୍ରିକ୍ଟ’ ।

amarujala
0 39

ଗତ କିଛି ଦିନ ହେବ ଭୋଜପୁରୀ ଫିଲ୍ମର ଯାଦୁ ଲୋକଙ୍କୁ ମତୁଆଲା କରିଛି । ଦେଶ ସାରା ଲୋକମାନେ ଏହି ଫିଲ୍ମକୁ ଦେଖିବାକୁ ଖୁବ ଭଲ ପାଉଛନ୍ତି ଏବଂ ଏହାର ଗୀତକୁ ମଧ୍ୟ । ସୂଚନା ଅନୁସାରେ ଇଚ୍ଛିହାସରେ ପ୍ରଥମ ଥର ପାଇଁ ଟିଭି ଏବଂ ବଲିଉଡର ଜଣାଶୁଣା ଚେହେରା ଏକା ସାଙ୍ଗରେ ନଜର ଆସିବେ । ସବୁଠାରୁ ବଡ଼ କଥା ହେଉଛି ପ୍ରଥମ ଥର ବ୍ରାଜିଲିୟନ ଅଭିନେତ୍ରୀ ବୁନା ଅଦ୍ଦୁଲ୍ଲାହ ମଧ୍ୟ ଏହି ଫିଲ୍ମରେ ଅଭିନୟ କରୁଥିବାର ନଜର ଆସିବେ ।

 


ଏକା ସାଙ୍ଗରେ ଏତେ ଅଭିନେତା ଭୋଜପୁରୀ ଫିଲ୍ମ ‘ହଲ୍ମା ମଚାକେ ଗଇଲ’ରେ ନଜର ଆସିବେ । ମୁମ୍ବାଇର ଗୁଡ଼ଗାଓଁରେ ଏକ ଷ୍ଟୁଡିଓରେ ସୁଟିଂ କରାଯାଇଛି ଯେଉଁଥିୋ ତାରକା ସାରା ଖାନ,ରଂଜିତ,ପ୍ରେମ ଚୋପ୍ରା,ରଜାମୁରାଦ,ଏହସାସ କୁରୈସୀ,ସୁନିଲ ପାଲ,ସମ୍ଭାବନା ସେଠଙ୍କ ସହିତ ବ୍ରାଜିଲିୟନ ଅଭିନେତ୍ରୀ ବୁନ୍ନା ଅଦୁଲ୍ଲାହ ନିଜର ଜଲୱା ଦେଖାଇଛନ୍ତି ।
ବୁନ୍ନା ଏହା ପୂର୍ବରୁ ଗ୍ରାଣ୍ଡ ମସ୍ତୀରେ ମଧ୍ୟ ନଜର ଆସିଛନ୍ତି ।

ଯେଉଁଥିରେ ସେ ରିତେଶ ଦେଶମୁଖଙ୍କ ବିପକ୍ଷରେ ନଜର ଆସିଥିଲେ । ତେବେ ବଲିଉଡକୁ ଛାଡ଼ି ସେ ଏବେ ଗୋଜପୁରୀ ମୁହାଁ ହୋଇଛନ୍ତି । ତେବେ ବୁନ୍ନାଙ୍କା ସେହି ଗୀତକୁ ପପ୍ପୁ ଖାନ୍ନା କୋରିଓଗ୍ରାଫି କରିଛନ୍ତି । ତେବେ ଅନ୍ୟ ଫିଲ୍ମ ମାନଙ୍କ ଠାରୁ ଏହି ଫିଲ୍ମଟି ହଟକା ବୋଲି କହିଛନ୍ତି ନିର୍ମାତା ରମେଶ ନୟର ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More