Only for Entertainment

ରିଲିଜ ହେଲା ଓଡିଆ ଆଲବମ ‘ଦିଲ୍ ତୁଝେ ଦିଆ’ର ଷ୍ଟୁଡିଓ ଭର୍ସନ, ଖୁବ ଶୀଘ୍ର ରିଲିଜ ହେବ ଏହାର ଭିଡିଓ ।

you tube
0 107

ଓଡିଆ ଆଲବମ୍ ଜଗତର୍ କିଙ୍ଗ କୁହାଯାଉଥିବା ଯୋଡି ଲୁବୁନ୍ – ଟୁବୁନ୍ ଭେଟି ଦେବାକୁ ଯାଉଛନ୍ତି ଏହ ଧମାକେଦାର୍ ଡ୍ୟାନ୍ସ ସଙ୍ଗ । ଏହି ଗୀତର ଟାଇଟେଲ୍ ରହିଛି ‘ଦିଲ୍ ତୁଝେ ଦିଆ’ । ଗୀତଟିର ଷ୍ଟୁଡିଓ ଭର୍ସନ୍ ରିଲିଜ୍ ହୋଇଛି । ବିରଜା ପ୍ରସାଦଙ୍କ ସଙ୍ଗୀତରେ ଏହି ଗୀତରେ କଣ୍ଠଦାନ କରିଛନ୍ତି ଦେବେଶ ପତି । ଏହି ଫନି ଟ୍ରାକ୍ର ଲିରିକ୍ସ ଦେଇଛନ୍ତି ଡକ୍ଟର୍ ନିର୍ମଳ ନାୟକ । ଗୀତଟିକୁ ସ୍ରୋତା ପସନ୍ଦ କରୁଥିବାବେଳେ, ଖୁବଶୀଘ୍ର ଏହାର ଭିଡିଓକୁ ରିଲିଜ୍ କରାଯିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More