Only for Entertainment

ରିଲିଜ ହେଲା ଅରମାନ ମଲ୍ଲିକ ଏବଂ ପଲକ ମୁଚଲଙ୍କ କଣ୍ଠରୁ ରୋମାଂଟିକ ସଙ୍ଗ ‘ଜବ ସେ ମେରା ଦିଲ’ !

42

ନିଜ ରୋମାଂଟିକ୍ ଗାୟିକି ଜରିଆରେ ବଲିଉଡର ସୁପରହିଟ୍ କଣ୍ଠଶିଳ୍ପୀର ଆଖ୍ୟା ପାଇଥିବା ୟଙ୍ଗ ସିଙ୍ଗର୍ ଅରମାନ୍ ମଲ୍ଲିକ୍ ଭେଟିଦେଇଛନ୍ତି ଏକ ମନଛୁଆଁ ଗୀତ । ବେଶ କମ୍ ଦିନ ମଧ୍ୟରେ ବଲିଉଡରେ ନିଜ ପରିଚୟ ବନାଇ ଥିବା ଅରମାନଙ୍କ ଏହି ନୂଆ ମ୍ୟୁଜିକ୍ ଭିଡିଓର ଟାଇଟେଲ୍ ରହିଛି ‘ଜବ ସେ ମେରା ଦିଲ୍’ । ଗୀତରେ ତାଙ୍କ ସହ ତାଳରେ ତାଳ ମିଶାଇ ଗାଇଛନ୍ତି ଫିମେଲ୍ ସିଙ୍ଗର୍ ପଲକ ମୁଚ୍ଚାଲ୍ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More