Only for Entertainment

ରିଲିଜ ହେଲା ‘ଜିରୋ’ର ଆଉ ଏକ ଗୀତ,ଗ୍ଲାମରସ ଅନ୍ଦାଜରେ ନଜର ଆସିଲେ କ୍ୟାଟ୍ରିନା ।

instagram
23

ଖ୍ରୀଷ୍ଟମାସ ୱିକରେ ରିଲିଜ ହେବ ଶାହାରୁଖଙ୍କ ଫିଲ୍ମ ଜିରୋ । ଶାହାରୁଖଙ୍କ ଜନ୍ମଦିନରେ ରିଲିଜ ହୋଇଥିଲା ଫିଲ୍ମର ଟ୍ରେଲର । ଏବେ ଫିଲ୍ମର ଏକ ନୂଆ ଗୀତ ରିଲିଜ ହୋଇଥିଲା । ଗୀତର ନାମ ହେଉଛି ହୁସନ ପରଚମ ।ଏହା ଏକ ଆଇଟମ ଗୀତ ।ଫିଲ୍ମ ଠଗ୍ସ ଅଫ ହିନ୍ଦୋସ୍ତାନ ପରେ ପୁଣିଥରେ ଏହି ଫିଲ୍ମ ମାଧ୍ୟମରେ ଦର୍ଶକ କ୍ୟାଟ୍ରିନାଙ୍କ ବୋଲ୍ଡ ଅବତାର ଦେଖିବାକୁ ପାଇବେ ।

କହିରଖୁଛୁଯେ ଫିଲ୍ମରେ ଶାହାରୁଖଙ୍କୁ ବାମନ ଅବତାରରେ ଦେଖିବାକୁ ମିଳିବ । ତେବେ ଏହି ଗୀତକୁ ଶାହାରୁଖ ତାଙ୍କ ଟ୍ୱିଟର ଆକାଉଂଟରେ ଏହି ଗୀତକୁ ଶେୟାର କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More