Only for Entertainment

ବୟଫ୍ରେଣ୍ଡ ରଣବିର୍ ଏବଂ ତାଙ୍କ ପରିବାର ସହିତ ନୂଆ ବର୍ଷ ପାଳନ କଲେ ଆଲିଆ ଭଟ୍ଟ

India
29

ନିଜ ର‌୍ୟୁମର୍ ବୟଫ୍ରେଣ୍ଡ ଏବଂ ତାଙ୍କ ପରିବାର ସହ ନବ ବର୍ଷ ପାଳନ କରିଛନ୍ତି ଅଭିନେତ୍ରୀ ଆଲିଆ ଭଟ୍ଟ । ଆଲିଆ, ରଣବୀର୍ କପୁର ଏବଂ ତାଙ୍କ ପରିବାର ସହ ନ୍ୟୁ ଇୟର୍ ପାଳନ କରିଛନ୍ତି । ଏହି ସମୟର ଏକ ଫଟୋକୁ ରଣବିରଙ୍କ ମାଆ ନିତୁ କପୁର୍ ନିଜ ସୋସିଆଲ୍ ମିିଡିଆରେ ସେୟାର୍ କରିଛନ୍ତି । ଫଟୋରେ ଋଷି କପୁର୍, ନିତୁ କପୁର୍, ତାଙ୍କ ଝିଅ ରିଧିମା ଓ ଜୋଇଁ, ରଣବୀର୍ ଓ ଆଲିଆ ଏବଂ ନାତୁଣି ସମାରାଙ୍କୁ ଦେଖିବାକୁ ମିଳିଛି । ଏହି ଫଟୋକୁ ଦେଖି ଲାଗୁଛି ରଣବିର୍ ଓ ଆଲିଆ ନିଜ ସମ୍ପର୍କକୁ ଅଫିସିଆଲ୍ କରିସାରିଛନ୍ତି ।

 

 

View this post on Instagram

 

A post shared by Riddhima Kapoor Sahni (@riddhimakapoorsahniofficial) on

 

View this post on Instagram

 

❤️❤️❤️❤️

A post shared by Riddhima Kapoor Sahni (@riddhimakapoorsahniofficial) on

ୱାର୍କଫିଟ ବିଷୟରେ କହିବାକୁ ଗଲେ ଆଲିଆ ଏବଂ ରଣବୀର ଖୁବ ଶୀଘ୍ର ଫିଲ୍ମ ‘ବ୍ରହ୍ମାସ୍ତ୍ର’ରେ ଏକା ସହିତ ନଜର ଆସିବେ । ଫିଲ୍ମରେ ରଣବୀର ଆଲିଆଙ୍କ ବ୍ୟତିତ ଅମିତାଭ ବଚ୍ଚନ, ମୌନି ରୟ ପରି କଳାକରା ନଜର ଆସିବେ । ଫିଲ୍ମ ୨୦୧୯ରେ ପରଦାକୁ ଆସିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More