Only for Entertainment

ପୁଣିଥରେ ବିବାହ କଲେ ମିଲିନ୍ଦ ଏବଂ ଅଙ୍କିତା, ଦେଖନ୍ତୁ ବିବାହ ପରର କିଛି ଫଟେ ।

BollywoodShaadis
0 68

ବଲିଉଡ ଅଭିନେତା ମିଲିନ୍ଦ ସୋନମ ଚଳିତ ବର୍ଷ ଏପ୍ରିଲରେ ନିଜ ଠାରୁ ୨୫ ବର୍ଷ ଛୋଟ ଅଙ୍କିତା କୋନବରଙ୍କ ସହିତ ବିବାହ କରିଥିଲେ । ଏହି ବିବାହରେ କେବଳ ଘନିଷ୍ଠ ବନ୍ଧୁ ଏବଂ ପରିବାର ଲୋକ ଉପସ୍ଥିତ ଥିଲେ ।

milindsoman-ll

ନିକଟରେ ଏହି କପଲ ପୁଣିଥରେ ବିବାହ କରିଛନ୍ତି । ଆଜ୍ଞା ହଁ ମିଲିନ୍ଦ ଏବଂ ଅଙ୍କିତା ସ୍ପେନରେ ବେୟରଫୁଟ ୱେଡିଂ କରିଛନ୍ତି । ଏହି ବିବାହରେ କେବଳ କିଛି ବନ୍ଧୁ ଏବଂ ପରିବାର ସାମିଲ ହୋଇଥିଲେ । ବିବାହରେ ଅଙ୍କିତା ହ୍ୱାଇଟ କଲର ଗାଉନ ଏବଂ ମ୍ୟାଚିଙ୍ଗ ଟିଆରା ପିନ୍ଧିଥିବା ନଜର ଆସିଥିଲେ । ଏବଂ ହାତରେ ପୁଲ ଗୁଚ୍ଛା ଧରିଥିଲେ । ସେହିପରି ମିଲିନ୍ଦ ହ୍ୱାଇଟ ସୁଟ ଏବଂ ବ୍ଲୁ ବ୍ଲେଜରରେ ନଜର ଆସିଥିଲେ ।

milindsoman1-ll

ଅଙ୍କିତା ଏହି ବିବାହର ଫଟୋ ନିଜ ସୋସିଆଲ ମିଡିଆରେ ଅପଲୋଡ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More