Only for Entertainment

ଡିଜେ ନାଇଟରେ ଏପରି ଝୁମିଲେ ଦୀପବୀର, ବିବାହର ଖୁସିକୁ କଲେ ସେଲିବ୍ରେଟ, ଦେଖନ୍ତୁ ଫଟୋ ଏବଂ ଭିଡିଓ ।

Firstpost Hindi
29

ଶନିବାର ଅର୍ଥାତ ୨୪ ନଭେମ୍ବର ରାତିରେ ପୁଣିଥରେ ଦୀପିକା ଏବଂ ରଣବୀରଙ୍କୁ ଏକ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳିଛି । ଶନିବାର ଏହି ନ୍ୟୁଲି ୱେଡ କପଲଙ୍କ ପାଇଁ ରଣବୀରଙ୍କ ଭଉଣୀ ଏକ କକଟେଲ ପାର୍ଟିର ଆୟୋଜନ କରିଥିଲେ । ଏହା ପାର୍ଟିରେ ଦୀପିକା ଏବଂ ରଣବୀର ବିବାହର ଖୁସିକୁ ସେଲିବ୍ରେଟ କରିଥିଲେ । ଏହି ପାର୍ଟି ମୁମ୍ବାଇର ହୟାତ ହୋଟେଲରେ ରଖାଯାଇଥିଲା ।

ଏହି ପାର୍ଟିର କିଛି ଫଟୋ ଏବଂ ଭିଡିଓ ଏବେ ସାମ୍ନାକୁ ଆସିଛି । ଯାହା ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଭାଇରାଲ ଫଟୋରେ ଦୀପିକା ଏବଂ ରଣବୀରଙ୍କୁ ଖଖିବ ସସ୍ତିରେ ଡ୍ୟାନ୍ସ କରୁଥିବାର ଦେଖିବାକୁ ମିଳିଛି । ପୂର୍ବରୁ ରଣବୀରଙ୍କ ଫଟୋ ସମ୍ନାକୁ ଆସିଥିବା ବେଳେ ଏବେ ଦୀପିକାଙ୍କ ଲୁକ ମଧ୍ୟ ଫଟୋରେ ନଜର ଆସିଛି । ରଣୂୀର ଜବରଦସ୍ତ ଆଉଟଫିଟରେ ନଜର ଆସିଥିବା ବେଳେ ଦୀପିକା ଲେହେଙ୍ଗାରେ ନଜର ଆସିଛନ୍ତି । ଏହା ସହିତ ଦୀପିକାଙ୍କୁ ମୁଣ୍ଡରେ ଓଢଣୀ ପକାଇଥିବା ମଧ୍ୟ ନଜର ଆସିଛି ।

ଦେଖନ୍ତୁ ଫଟୋ ଏବଂ ଭିଡିଓ-

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More