Only for Entertainment

‘ବ୍ରହ୍ମାସ୍ତ୍ର’ ପାଇଁ ଖୁବ ଶୀଘ୍ର ସୁଟିଂ ଆରମ୍ଭ କରିବେ ଶାହରୁଖ ଖାନ !

google
22

ଶାହରୁଖ ଖାନ ଏବେ ଲମ୍ବା ସମୟରୁ ବଡ ପରଦାରୁ ଦୂରରେ ଅଛନ୍ତି । ଫ୍ୟାନ୍ସଙ୍କୁ ତାଙ୍କ ଆଗାମୀ ଫିଲ୍ମର ଅପେକ୍ଷା ରହିଥିବା ବେଳେ ଏବେ ଶାହରୁଖଙ୍କୁ ନେଇ ଏକ ନୂଆ ଖବର ସାମ୍ନାକୁ ଆସିଛି ।

ଖବର ଅନୁସାରେ ଶାହରୁଖ, ରଣବୀର କପୁର ଏବଂ ଆଲିଆ ଭଟ୍ଟ ଷ୍ଟାରର ଫିଲ୍ମ ‘ବ୍ରହ୍ମାସ୍ତ୍ର’ରେ କ୍ୟାମିଓ ରୋଲରେ ନଜର ଆସିବେ । ଏଥିପାଇଁ ଶାହରୁଖ ଖୁବ ଶୀଘ୍ର ଏହାର ସୁଟିଂ ଆରମ୍ଭ କରିବେ । କିଛି ଦିନ ପୂର୍ବେ ଖବର ଆସିଥିଲା ଯେ, ଶାହରୁଖ ଖାନ ଆୟାନ ମୁଖର୍ଜୀଙ୍କ ଫିଲ୍ମ ‘ବ୍ରହ୍ମାସ୍ତ୍ର’ରେ ଗେଷ୍ଟ ଆପିୟରାନ୍ସରେ ନଜର ଆସିବେ । ମିଡିଆ ରିପୋର୍ଟ ଅନୁସାରେ ସେ ରଖୁବ ଶୀଘ୍ର ଏହାର ସୁୂଟିଂ ମଧ୍ୟ ଆରମ୍ଭ କରିଦେବେ ।

ଫିଲ୍ମ ବିଷୟରେ କହିବାକୁ ଗଲେ ଫିଲ୍ମରେ ରଣବୀର, ଆଲିଆ ଏବଂ ଶାହରୁଖ ଖାନଙ୍କ ବ୍ୟତିତ ଅମିତାଭ ବଚ୍ଚନ ଏବଂ ମୌନୀ ରୟ ନିଜର ଆସିବେ । ଫିଲ୍ମ ଚଳିତ ବର୍ଷ ଶେଷ ଆଡକୁ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More