Only for Entertainment

ସୁପରଷ୍ଟାର ସଲମାନ ଖାନ ଏବଂ ହଲିଉଡ ଷ୍ଟାରର୍ସଙ୍କୁ ପଛରେ ପକାଇ ହ୍ରିତିକ୍ ହେଲେ ଦୁନିଆର ସୁବୁଠାରୁ ହ୍ୟାଣ୍ଡସମ ହିରୋ, ଦେଖନ୍ତୁ ପୂରା ଲିଷ୍ଟ ।

Vogue India
21

ବଲିଉଡ ଅଭିନେତା ହ୍ରିତିକ ରୋଶନଙ୍କ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ବର୍ଷ ୨୦୧୮ ଲିଷ୍ଟରେ ହ୍ରିତିକଙ୍କୁ ଏପରି ଏକ ପୋଜିସନ ମିଳିଛି ଯାହା ଜାଣିବା ପରେ ତାଙ୍କ ଫ୍ୟାନ୍ସ ଖୁସିରେ ଝୁମି ଉଠିବେ । ହ୍ରିତି କ ପୁଣିଥରେ ପ୍ରମାଣିିତ କରିଛନ୍ତି ଯେ, ସେ କାହାଠାରୁ କମ ନୁହଁନ୍ତି । ଆପଣ ଜାଣିଥିବେ ଯେ, ହ୍ରିତିକଙ୍କୁ ବଲିଉଡର ସବୁଠାରୁ ଗୁଜ ଲୁକିଂ ଏବଂ ହ୍ୟାଣ୍ଡସମ ଆକ୍ଟର କୁହାଯାଇଥାଏ । ଟାଇମ୍ସ ଖବର ଅନୁସାରେ ୨୦୧୮ର ସବୁଠାରୁ ହ୍ୟାଣ୍ଡସମ ହିରୋଙ୍କ ତାଲିକା ପ୍ରାକାଶ ପାଇଛି । ଏହି ଲିଷ୍ଟରେ ହ୍ରିତିକ ସମସ୍ତଙ୍କୁ ପଛରେ ପକାଇ ଟପରେ ରହିଛନ୍ତି ।

ହ୍ରିତିକ ନିଜ ଡ୍ୟାନ୍ସରେ ତାଙ୍କ ଫ୍ୟାନ୍ସଙ୍କୁ ଦିୱାନା କରିଛନ୍ତି । ଏହା ସହିତ ଫିଲ୍ମରେ ତାଙ୍କ ଅଭିନୟକୁ ମଧ୍ୟ ଦର୍ଶକ ବେଶ ପସନ୍ଦ କରିଥାନ୍ତି । ଆପଣଙ୍କୁ କହିରଖୁଛୁ ଯେ, ବଲିଉଡ କଳାକାରଙ୍କ ମଧ୍ୟରେ ଟପ ୫ ରେ କେବଳ ହ୍ରିତିକଙ୍କ ନାମ ହିଁ ଏହି ତାଲିକାରେ ରହିଛି । ସେହିପରି ବଲିଉଡ ସୁପରଷ୍ଟାର ସଲମାନ ଖାନ ୧୦ରେ ନିଜ ନାମକୁ ସାମିଲ କରିଛନ୍ତି ।

ଦେଖନ୍ତୁ ଲିଷ୍ଟ-

  1. ହ୍ରିତିକ ରୋଶନ
  2. ବ୍ରାଡ ପିଟ
  3. ଗାଡଫେ ଜିଏ ଓ
  4. ରବର୍ଟ ପ୍ୟାଟିନସନ
  5. ଡେନଜେଲ ୱାସିଂଟନ
  6. ଉମର ବୋରକାନ ଟୁ ଦ ଗାଲା
  7. ସଲମାନ ଖାନ
  8. ନୂହ ମିଲ୍ସ
  9. ଟମ କ୍ରୁଜ
  10. ପ୍ରିନ୍ସ ୱିଲିୟମ
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More