Only for Entertainment

ବଲିଉଡରେ ଡେବ୍ୟୁ କରିବେ ନିଆ ଶର୍ମା ।

youtube
43

ନିଆ ତାଙ୍କ ଗ୍ଲାମରସ ଲୁକକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ।ତାଙ୍କ ଫଟୋ ଏବଂ ଭିଡ଼ିଓ ସୋସିଆଲ ମିଡିଆରେ ଆସିବା ମାତ୍ରେ ଭାଇରାଲ ହୋଇଯାଏ ।ଏବେ ନିକଟରେ ସେ ତାଙ୍କ ଇଂଷ୍ଟାଗ୍ରାମ ଆକାଉଂଟରେ ଏକ ଭିଡ଼ିଓ ଶେୟାର କରିଛନ୍ତି ।ତାଙ୍କର ଏହି ଭିଡ଼ିଓ ମଧ୍ୟ ଭାଇରାଲ ହୋଇଯାଇଛି । କିଛଇ ଘଂଟା ମଧ୍ୟରେ ଏହାକୁ ଲକ୍ଷ୍ୟାଧିକ ଭ୍ୟୁଜ ମିଳିସାରିଛି ।

ଏହି ଭିଡ଼ିଓରେ ସେ ସମୂଦ୍ର କୂଳରେ ମନକୋନି ପିନ୍ଧି ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି ।ତାଙ୍କର ଜଣେ ବନ୍ଧୁ ମଧ୍ୟ ତାଙ୍କୁ କମ୍ବାନୀ ଦେଉଥିବା ନଜର ଆସିଛି ।ଏହା ସହିତ ନିଆ କ୍ୟାପ୍ସନରେ ଲେଖିଛନ୍ତିଯେ ଯେତେବେଳେ ଫ୍ରେଫେସନାଲଙ୍କ ଜରିଆରେ ମୁଁ କୂଳରେ ନାଚ ଶିଖିଲି ।

 

କହିରଖୁଛୁଯେ ଏହା ପୂର୍ବରୁ ନିଆଙ୍କ ବିକିନି ପିନ୍ଧା ଫଟୋ ମଧ୍ୟ ଖୁବ ଭାଇରାଲ ହୋଇଥିଲା ।ୱର୍କଫ୍ରଂଟ କଥା କହିବା ତ ନିଆ ଏବେ ଇସ୍କ ମେଁ ମରଜାୱାଁରେ ଧାରାବାହିକରେ ଅଭିନୟ କରୁଛନ୍ତି ।ଏହା ପୂର୍ବରୁ ସେ ଖତରୋଁ କେ ଖିଲାଡ଼ୀ ୮ରେ ନଜର ଆସିଥିଲେ ।ଏହା ପୂର୍ବରୁ ସେ ପପୁଲାର ଶୋ ଜମାଇ ରାଜା ଏବଂ ଏକ ହଜାରୋଁ ମେ ମେରୀ ବେହନା ହୈରେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ ।ଖବର ଅନୁସାରେ କେତେକ ଟିଭି ଶୋ କରିବା ପରେ ନିଆ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି ।ସେ ବିକ୍ରମ ଭଟ୍ଟଙ୍କ ଫିଲ୍ମରେ ରୂପେଲି ପରଦାରେ ନଜର ଆସିବେ ବୋଲି ସୂଚନା ମିଳିଛି ।ଏହା ପୂର୍ବରୁ ନିଆ ବିକ୍ରମ ଭଟ୍ଟଙ୍କ ୱେବସିରିଜ ଟ୍ୱିଷ୍ଟେଡରେ ନଜର ଆସିଥିଲେ ।ସିରିଜରେ ସେ ଖୁବ ବୋଲ୍ଡ ସିନ ଦେଇଥିଲେ ।ଏକ ଦୃଶ୍ୟରେ ସେ ତାଙ୍କ କୋ ଷ୍ଟାରଙ୍କ ସହିତ ଲିପ ଲକ କରୁଥିବା ନଜର ଆସିଛନ୍ତି । ଏହାକୁ ନେଇ ସେ ଖୁବ ଚର୍ଚ୍ଚାରେ ରହିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More