Only for Entertainment

ନୀଳ ରଙ୍ଗର ଲିପଷ୍ଟିକରେ ଅଜବ ଲାଗିଲେ ନିଆ ଶର୍ମା,ଆପଣ ମଧ୍ୟ ନ ହସି ରହିପାରିବେ ନାହିଁ ।

bollywood tadka
0 46

ଅଭିନେତ୍ରୀ ନିଆ ଶର୍ମା ସର୍ବଦା ନିଜ ବୋଲ୍ଡ ଲୁକକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ସେ ଏବେ ତାଙ୍କ ୱେବ ସିରିଜ ଟ୍ୱିଷ୍ଟଡ ଟୁରେ ବ୍ୟସ୍ତ ଅଛନ୍ତି । ନିକଟରେ ସେ ଇଂଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ବ୍ଲୁ ରଙ୍ଗର ଲିପଷ୍ଟିକ ଲଗାଇଛନ୍ତି । ତାଙ୍କର ଏହି ଫଟୋକୁ ଲୋକ ପସନ୍ଦ କରୁଛନ୍ତି କିନ୍ତୁ ଆଉ କିଛି ଲୋକ୍ୱଜାକ ଉଡ଼ାିବା ପରି ବିଭିନ୍ନ ପ୍ରକାରର କମେଂଟ ଦେଉଛନ୍ତି ।

 


ଜଣେ ଲେଖିଛନ୍ତିଯେ ଏଠାରେ ଅନ୍ୟ ଗ୍ଲିଟର ଲିପଷ୍ଟିକ ମଧ୍ୟ ଅଛି । ଆଉ ଜଣେ ଲେଖିଛନ୍ତି ମୁଁ ମୋ ହସକୁ ବନ୍ଦ କରିପାରୁ ନାହିଁ । ତୁମ ଠାରୁ ସୁନ୍ଦର ଡାହାଣୀ ।

ଜଣେ ଲେଖିଛନ୍ତି ଖୁବ ଖରାପ ଲାଗୁଛ । ଖୁବ ଖରାପ ରଙ୍ଗ । ଆଉ ଜଣେ ତାଙ୍କୁ ବଂଚାଇବା ପାଇଁ ଲେଖିଛନ୍ତିଯେ ଯେଉଁ ରଙ୍ଗ ସୁଟ କରୁଛି ତାହାକୁ ଲଗାନ୍ତୁ । ଏହି ରଙ୍ଗଟି ଖୁବ ସୁନ୍ଦର କିନ୍ତୁ ଆପଣଙ୍କୁ ଭଲ ଦେଖାଯାଉନାହିଁ । ଓଠକୁ କାହିଁକି ଖରାପ କରିବେ । ଅନ୍ୟ ରୂପରେ ତୁମେ ସୁନ୍ଦର ଦେଖାଯାଉଛ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More