Only for Entertainment

ଅପକମିଂ ଫିଲ୍ମ ନୂଆ ଲୁକରେ ଯୁଦ୍ଧ ପାଇଁ ପ୍ରସ୍ତୁତ ଥିବା ନଜର ଆସିଲେ ନିକ୍, ଦେଖନ୍ତୁ ପ୍ରିୟଙ୍କାଙ୍କ ପ୍ରତିକ୍ରିୟା !

bollywood tadka
56

ପ୍ରିୟଙ୍କା ଫ୍ୟାନ୍ସଙ୍କୁ ନିଜ ଅପକମିଂ ଫିଲ୍ମ ‘ସ୍କାଇ ଇଜ ପିଙ୍କ’ର ଟ୍ରେଲର ସରପ୍ରାଇଜ ଦେଇ ଖୁସି କରାଇଥିବା ବେଳେ ନିକ ଜୋନସ ନିଜ ଅପକମିଂ ଫିଲ୍ମ ‘ମିଡୱେ’ରେ ନିଜ ଲୁକକୁ ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି । ଏହି ଫିଲ୍ମରେ ସେ ଜଣେ ମୃତ ଯୋଦ୍ଧା ବୃନୋ ପି ଗୈଡୋଙ୍କ ଭୂମିକା ତୁଲାଉଥିବାର ନଜର ଆସିବେ । ଯେତେବେଳେ ଏହି ଲୁକ ସେ ଶେୟାର କରିଥିଲେ ଏହାପରେ ଚର୍ଚ୍ଚାରେ ରହିଛନ୍ତି ନିକ୍ ।

ନିକଙ୍କ ଫ୍ୟାନ୍ସମାନଙ୍କ ମଧ୍ୟରେ ତାଙ୍କ ସ୍ତ୍ରୀ ମଧ୍ୟ ସାମିଲ ଥିଲେ ଯିଏ ତାଙ୍କ ଫଟୋରେ ପ୍ରତିକ୍ରିୟା ରଖିଛନ୍ତି । ନିଶ, ପାୟଲଟ ହେଡଗିୟର ଏବଂ ଯୁଦ୍ଧ ପାଇଁ ପ୍ରସ୍ତୁତ ଡ୍ରେସ, ନିକ ଫିଲ୍ମ ରେ ନିଜ ଲୁକ ଶେୟାର କରିଛନ୍ତି । ଏଥିରେ ଦେଶୀଗର୍ଲ ଏକ ଫାୟର ଏବଂ କ୍ୟୁଟ ଇମୋଜି ଶେୟାର କରିଛନ୍ତି ।


ଫିଲ୍ମ ‘ମିଡୱେ’ ୧୯୪୨ର ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଜାପାନୀ ନୌସେନାଙ୍କ ମଧ୍ୟରେ ହୋଇଥିବା ଯୁଦ୍ଧର ସତ୍ୟ ଘଟଣା ଉପରେ ଆଧାରିତ । ଏହି ଫିଲ୍ମ ଆମେରିକାରେ ୮ନଭେମ୍ବର ୨୦୧୯ରେ ରିଲିଜ ହେବ ବୋଲି ଆଶା କରାଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More