Only for Entertainment

କାଶ୍ମୀରକୁ ନେଇ ଆସିଲା ମଲାଲା ୟୁସୁଫଜଇଙ୍କ ରିଆକ୍ସନ, କହିଲେ ଯେବେ ମୁଁ ଛୁଆ ଥିଲି କାଶ୍ମୀରରେ…

Firstpost
497

ଜମ୍ମୁ କାଶ୍ମୀରରେ ଧାରା ୩୭୦ ହଟାଇବା ପରେ ଏହାକୁ ନେଇ ପାକିସ୍ତାନରେ ବିରୋଧର ସ୍ୱର ଉଠିବାରେ ଲାଗିଛି । ଦେଶରେ ଚାଲିଥିବା ଏହି ଘଟଣାକୁ ନେଇ ଏବେ ପାକିସ୍ତାନର ନୋବେଲ ପିସ ପୁରସ୍କାର ବିଜେତା ମଲାଲା ୟୁସୁଫଜବଙ୍କ ରିଆକ୍ସନ ସାମ୍ନାକୁ ଆସିଛି ।

ନିକଟରେ ମଲାଲା ୟୁସୁଫଜଇ ନିଜ ଟ୍ୱିଟର ହ୍ୟାଣ୍ଡେଲରୁ ଏକ ଟ୍ୱିଟ କରିଛନ୍ତି । ମଲାଲା ଏକ କାଶ୍ମୀର ପ୍ରସଙ୍କକୁ ନେଇ ଏକ ଲମ୍ବା ଚଉଡା ପୋଷ୍ଟ ସେୟାର କରି କ୍ୟାପସନରେ ଲେଖିଛନ୍ତି, ‘କାଶ୍ମୀରର ଲୋକେ ସେବେ ଠାରୁ ସଙ୍ଘର୍ଷ କରୁଛନ୍ତି ଯେତେବେଳେ ମୁଁ ଛୁଆ ଥିଲି, ଯେବେ ମୋ ପିତା ମା ତା ଛୁଆ ଥିଲେ ଏବେ ଯେବେ ମୋ ଜେଜେ ବାପା- ଜେଜେ ମା ଯୁବାବସ୍ଥାରେ ଥିଲେ ।’

ମଲାଲାଙ୍କ ଏହି ଟ୍ୱିଟ ପରେ ୟୁଜସଙ୍କ ଭିନ୍ନ ଭିନ୍ନ ରିଆକ୍ସନ ସାମ୍ନାକୁ ଆସିବାରେ ଲାଗିଛି । ଦେଖନ୍ତୁ ମଲାଲାଙ୍କ ଏହି ଟ୍ୱିଟ-

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More