Only for Entertainment

ସାମ୍ନା ସାମ୍ନି ହେଲେ ନୋରା ଫତେହି ଓ ପ୍ରଭୁ ଦେବା, ଦୁଇଜଣଙ୍କ ମଧ୍ୟରେ ହେଲା ଜବରଦସ୍ତ ମୁକାବିଲା

79

ନିଜ ଡ୍ୟାନ୍ସ ଦମରେ ବଲିଉଡରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି ନୋରା ଫତେହି । ନୋରାଙ୍କ ଡ୍ୟାନ୍ସ ଧମାଲରେ ତାଙ୍କର ଲକ୍ଷାଧିକ ଦିୱାନା ହୋଇ ସାରିଛନ୍ତି । ନୋରା ଡ୍ୟାନ୍ସ କରିଥିବା ପ୍ରତ୍ୟେକଟି ଗୀତ ସୁପରହିଟ ହୋଇଛି । ଏବେ ନୋରା ଏବଂ ପ୍ରଭୁ ଦେବାଙ୍କ ଏକ ଡ୍ୟାନ୍ସ ଭିଡ଼ିଓ ଭାଇରାଲ ହେଉଛି । ଭିଡ଼ିଓରେ ଦୁଇଜଣଙ୍କ ମୁକାବିଲା ହେଉ ଥିବାର ନଜର ଆସିଛି ।

 

ମୁକାବିଲା ଗୀତରେ ପ୍ରଭୁ ଦେବା ଏବଂ ନୋରା ଫତେହିଙ୍କ ଜବରଦସ୍ତ ଡ୍ୟାନ୍ସ ନଜର ଆସିଛି । ଏହି ଭିଡ଼ିଓ ଏକ ରିଆଲିଟି ଶୋ’ର । ଯାହା ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More