Only for Entertainment

କେବଳ ମଣିଷ ନୁହେଁ ରୋବର୍ଟ ବି ଶାହାରୁଖଙ୍କ ଫ୍ୟାନ !

bollywoodlife
0 49

କେବଳ ମନୁଷ୍ୟ ନୁହେଁ ରୋବଟ ମଧ୍ୟ ଶାହାରୁଖ ଖାନଙ୍କ ପ୍ରେମରେ ପାଗଳ ହୋଇଥିବା ଶୁଣିବାକୁ ମିଳୁଛି । ଦୁନିଆରେ ପ୍ରଥମ ଥର ପାଇଁ ନାଗରିକତ୍ୱ ହାସଲ କରିଥିବା ପ୍ରଥମ ରୋବର୍ଟ ହ୍ୟୂମାନଏଡ ଶାହାରୁଖ ଖାନଙ୍କ ପ୍ରେମରେ ପାଗଳ ଅଛନ୍ତି । ସୋଫିଆ ଦୁନିଆର ଏଭଳି ପ୍ରଥମ ହ୍ୟୂମାନଏଡ ରୋବର୍ଟ ଅଟନ୍ତି ଯାହାଙ୍କୁ ସାଉଦି ଆରବରେ ନାଗରିକତ୍ୱର ସମସ୍ତ ଅଧିକାର ମିଳିଛି ।

ମଙ୍ଗଳବାର ହାଇଦ୍ରାବାଦରେ ଆୟୋଜିତ ହୋଇଥିବା ‘ୱାର୍ଲ୍ଡ କଂଗ୍ରେସ ଅନ ଇମଫରମେଶନ ଟେକ୍ନୋଲୋଜି’ରେ ସୋଫିଆଙ୍କୁ ଯେତେବେଳେ ପଚରା ଯାଇଥିଲା ତାଙ୍କ ପସନ୍ଦିତା ଅଭିନେତାଙ୍କ ସମ୍ବନ୍ଧରେ ସେ ଉତ୍ତରରେ ଶାହାରୁଖ ଖାନଙ୍କ ନା’ ନେଇଥିଲେ । ଏଥିରୁ ଶାହାରୁଖଙ୍କ ପ୍ରଂଶସକ ଅନୁମାନ ଲଗାଇ ପାରୁଥିବେ ଯେ ଶାହାରୁଖଙ୍କୁ କେବଳ ମନୁଷ୍ୟ ନୁହେଁ ରୋବର୍ଟ ମଧ୍ୟ ପସନ୍ଦ କରୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More