Only for Entertainment

ଏବେ ଦର୍ଶକ ଦେଖିବାକୁ ପାଇବେ ନାହିଁ ତୈମୁରଙ୍କ ଫଟୋ ଓ ଭିଡ଼ିଓ ।

bollywood tadka
27

ସୈଫ ଅଲି ଖାନ ଏବଂ କରୀନା କପୁରଙ୍କ ପୁଅ କୁନି ପୁଅ ତୈମୁର ଏବେ ସୋସିଆଲ ମିଡିଆରେ ଛାଇ ରହିଛନ୍ତି । ସମସ୍ତ ଷ୍ଟାର କିଡ଼ସଙ୍କ ଅପେକ୍ଷା ତୈମୁରଙ୍କର ଖୁବ ଫ୍ୟାନ ଫଲୋଇଙ୍ଗ ରହିଛନ୍ତି । ଏହି ଦିନରୁ ତୈମୁର ଷ୍ଟାର ହୋଇଗଲେଣି । ଏହାର ମୁଖ୍ୟ କାରଣ ହେଉଛି ସେ ଖୁବ କ୍ୟୁଟ । ଖବର ମୁତାବକ ଏବେ ଆଉ ତୈମୁରଙ୍କ ଏବଂ ଫଟୋ ଏବଂ ଭିଡ଼ିଓ ଦେଖିବାକୁ ମିଳିବ ନାହିଁ ।

ଖାନ ପରିବାରର ଏକ ନିକଟ ସୋର୍ସରୁ ଜଣାପଡ଼ିଛିଯେ ତୈମୁରଙ୍କ ବାପା ସୈଫ ପ୍ୟାପରାଜୀକୁ ଅନୁରୋଧ କରିଛନ୍ତି ଏବେ ସେ ଏଭଳି ନ କରନ୍ତୁ ,କାରଣ ଏହି ସମସ୍ତ ଜିନିଷ ଏବେ ତୈମୁରଙ୍କ ମୁଣ୍ଡରେ ଘର କରିବାକୁ ଲାଗିଲାଣି । କରୀନା ଏବଂ ସୈଫ ଚାହୁଁଛନ୍ତିଯେ ଏବେ ଠାରୁ ତୈମୁର ଏହି ସଂସ୍କୃତିକୁ ନ ବୁଝନ୍ତୁ । କାରଣ ସେ ଏହା ଦ୍ୱାରା ଏବେ ପ୍ରଭାବିତ ହେଲେ ତାଙ୍କ ଉପରେ ଖରାପ ପ୍ରଭାବ ପଡ଼ିପାରେ । କାରଣ ଏହି ବୟସରଙ୍କ ସେ ପଢିବା ଏବଂ ଖେଳିବା ଉଚିତ । ସେ ଏବେ କ୍ଲାସରେ ପଢାକୁ ଉପଭୋଗ କରୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More