Only for Entertainment

ରାତିରେ ପର୍ଫ୍ୟୁମ ଲଗାଇବା ମହଙ୍ଗା ପଡ଼ିପାରେ ।

popsugar
38

ପର୍ଫ୍ୟୁମ ଲଗାଇବା ଆଜିକାଲି ଏକ ସାଧାରଣ କଥା ହୋଇଯାଇଛି । ଦିନ ହେଉ ବା ରାତି ଘରୁ ବାହାରିବା ମାତ୍ରେ ଏହାର ଆବଶ୍ୟକତା ପଡ଼ୁଛି । କିନ୍ତୁ ଏହି ପର୍ଫ୍ୟୁମକୁ ନେଇ ରହିଛି କିଛି ଖାସ କଥା । ଆସନ୍ତୁ ଆଲୋଚନା କରିବା ।

କୁହାଯାଏ ରାତିରେ ନକରାତ୍ମକ ଶକ୍ତିର ପ୍ରଭାବ ଅଧିକ ରହିଥାଏ, ସେ କାହାକୁ ମଧ୍ୟ ନିଜ ବଶ କରିଦିଏ । କୁହାଯାଏ ରାତିରେ ବାସ୍ନାଜନିତ ଜିନିଷ ବ୍ୟବହାର କରିବା ଦ୍ୱାରା ନକରାତ୍ମକ ଶକ୍ତି ଶୀଘ୍ର ନିଜ ଅକ୍ତିଆରକୁ ନେଇଯାଏ । ଭୂତ ପ୍ରେତ ଏଥିପ୍ରତି ଖୁବ ଆକର୍ଷିତ । ଏହା ଦ୍ୱାରା ମଣିଷ ନକରାତ୍ମକ ଶକ୍ତିରେ ଚିନ୍ତିତ ହୁଏ । ଏହି କାରଣରୁ ହିନ୍ଦୁ ଶାସ୍ତ୍ରରେ ରାତି ସମୟରେ ବାସ୍ନାଜନିତ ଜିନିଷ ବ୍ୟବହାର କରିବାକୁ ମନା କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More