Only for Entertainment

ମାଛ ଧରୁଥିବା ମହିଳାଙ୍କର ଉଡ଼ିଗଲା ହୋଶ, ପଛରେ ପଡ଼ିଗଲା ଭୋକିଲା କୁମ୍ଭୀର

dainik jagran
62

ଜଣେ ମହିଳା ନଦୀ କୂଳରେ ମାଛ ଧରୁଥିଲେ । ଏହି ସମୟରେ ତାଙ୍କ କଂଟାରେ ଏକ ମାଛ ପଡ଼ିଗଲା । ମହିଳା ମାଛଟିକୁ ବାହାର କରିବାକୁ ଯାଉଥିଲେ । ସେହି ସମୟରେ ଏକ ଭୋକିଲା କୁମ୍ଭୀର ମହିଳାଙ୍କ ପଛେ ପଛେ ଯିବାକୁ ଲାଗିଲା । ଏହା ଦେଖିବା ପରେ ମହିଳାଙ୍କ ହୋଶ ଉଡ଼ିଗଲା । ମହିଳା ତାଙ୍କ ଜୀବନ ବଂଚାଇ ସେଠାରୁ ଦୌଡ଼ିବାକୁ ଲାଗିଲେ । ଏହି ମଧ୍ୟରେ କୁମ୍ଭୀର ମାଛଟିକୁ ତତକ୍ଷଣାତ ନିଜର ଆହାର କରିଦେଲା । ଅଷ୍ଟ୍ରେଲିୟାର ଏହି ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

Fishing at Cahills Crossing in Kakadu National Park is notorious for crocodiles ? Another reminder to always be croc wise when fishing, swimming and near waterways when in the Top End! Captured by @adventure.aus (Instagram)

Posted by Tourism Top End on Saturday, August 24, 2019

ସୋସିଆଲ ନେଟୱର୍କିଂ ସାଇଟ ଫେସବୁକ ପେଜରେ ଏହି ଭିଡ଼ିଓଟିକୁ ଶେୟାର କରାଯାଇଛି । କହିରଖୁଛୁ ମହିଳାଙ୍କ କଂଟାରେ ମାଛ ପଡ଼ିବା ପରେ ଅନ୍ୟ ଜଣେ ବ୍ୟକ୍ତି ମହିଳାଙ୍କୁ ସାହାଯ୍ୟ କରିବା ପାଇଁ ଆସୁଥିଲେ । ଏହି ମଧ୍ୟରେ ପାଣିରୁ ବାହାରି ଆସିଲା କୁମ୍ଭୀର । କୁମ୍ଭୀରକୁ ଦେଖି ସେମାନେ ସେଠାରୁ ଦୌଡ଼ିଗଲେ ଏବଂ କୁମ୍ଭୀର ସେହି ମାଛଟିକୁ ଆହାର କରିଦେଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More