Only for Entertainment

ପ୍ରବାସୀ ଓଡିଆ ମାନଙ୍କ ଦ୍ବାରା ସଂଯୁକ୍ତ ଆରବ ଏମିରେଟ୍ ସ୍ଥିତ ସାରଜାରେ ଗଣେଶ ପୂଜା ।

0 131

ପ୍ରବାସୀ ଓଡିଆ ମାନଙ୍କ ଦ୍ବାରା ସଂଯୁକ୍ତ ଆରବ ଏମିରେଟ୍ ସ୍ଥିତ ସାରଜା ଅଲ୍ ନାହାଦାରେ ବିଘ୍ନ ବିନାଶକ ପ୍ରଭୁ ଗଣେଶଙ୍କ ପୂଜା ଖୁବ ଧୁମଧାମରେ ପାଳନ କରିବା ସହ ବନ୍ଧୁ ମିଳନ ଉତ୍ସବ ମଧ୍ୟ ହୋଇଯାଇଛି ।

ବିଦେଶରେ କାର୍ଯ୍ୟରତ ଓଡିଆ ମାନେ କ୍ରମାଗତ ଭାବେ ଦ୍ବିତୀୟ ବର୍ଷ ଏହି କାର୍ଯ୍ୟକ୍ରମ ବେଶ୍ ଆଡମ୍ବରରେ ପାଳନ କରି ଗୌରବାନ୍ବିତ ।

ଶ୍ରୀନିବାସ, ଦିବ୍ୟଜ୍ୟୋତି, ସୌରଭ ସାହୁ, ସୁଦର୍ଶନ, ବିଶ୍ବଜିତ ଲେଙ୍କା, ସୁନୀଲ ନାୟକ, ଅରୁଣ, ଅଭିନନ୍ଦନ, ଅବିନାଶ, ରୋହିତ ପ୍ରମୁଖ କାର୍ଯ୍ୟ ସମ୍ପାଦନ କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More