Only for Entertainment

ହର୍ବାଲ୍ ହୋଲିର ଆୟୋଜନ କରିଥିଲେ ସ୍ୱପ୍ନା ପତି ଓ ସବ୍ୟସାଚୀ ମିଶ୍ର , ପୁଲୱାମା ଆଟାକରେ ସହିଦ୍ ହୋଇଥିବା ଯବାନ ମାନଙ୍କ ପରିବାର ଲୋକଙ୍କୁ ସମ୍ବର୍ଦ୍ଧନା !

38

ପ୍ରତି ବର୍ଷ ପରି ଏଥର ମଧ୍ୟ ହର୍ବାଲ୍ ହୋଲିର ଆୟୋଜନ କରିଥିଲେ ମଡେଲ୍ ତଥା ଅଭିନେତ୍ରୀ ସ୍ୱପ୍ନା ପତି । ଆଉ ତାଙ୍କର ଏହି ଅଭିଯାନରେ ଏଥର ସାଥ ଦେଇଥିଲେ ଓଲିଉଡ୍ ଷ୍ଟାର୍ ସବ୍ୟସାଚୀ ମିଶ୍ର । ଏହି ଅବସରରେ ପୁଲୱାମା ଆଟାକରେ ସହିଦ୍ ହୋଇଥିବା ଯବାନ ମାନଙ୍କ ପରିବାର ଲୋକଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା । ରାଜଧାନୀରେ ଅନୁଷ୍ଠିତ ଏହି ହର୍ବାଲ୍ ହୋଲିରେ ଯୋଗ ଦେଇଥିଲେ ଅଭିନେତା ବାବୁସାନ୍ ମହାନ୍ତି, ଅଭିନେତ୍ରୀ ଭୁମିକା ଆଦି ଓଲିଉଡ୍ ଷ୍ଟାର୍ ।

ବିନା କେମିକାଲ୍ ଯୁକ୍ତ ଚର୍ମ ପାଇଁ ଲାଭ ଦାୟକ ଉପକରଣକୁ ନେଇ ଏହି ହର୍ବାଲ୍ ହୋଲିର ଆୟୋଜନ କରିଥିଲେ ସ୍ୱପ୍ନା ପତି ଓ ସବ୍ୟସାଚୀ ମିଶ୍ର ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More