ଆପଣଙ୍କୁ ପ୍ରେମରେ ପକାଇବେ ସ୍ୱରାଜ-ଶିବାନୀ
ପୂଜା ବଜାରରେ ଗୋଟିଏ ପରେ ଗୋଟିଏ ଫିଲ୍ମ ରିଲିଜ ହେଉଥିବା ବେଳେ ଆଉ କିଛି ଫିଲ୍ମ ରିଲିଜ ହେବା ପାଇଁ ପ୍ରସ୍ତୁତ ହୋଇ ସାରିଲେଣି । କାହାର ଟ୍ରେଲରରେ ଦର୍ଶକ ଝୁମୁଛନ୍ତି ତ କାହାର ସୁନ୍ଦର ସୁନ୍ଦର ମନଛୁଆଁ ଗୀତରେ । କିନ୍ତୁ ଏହା ମଧ୍ୟରେ ଦର୍ଶକଙ୍କ ପାଇଁ ଆସିଛି ଆଉ ଏକ ନୂଆ ଉପହାର । ପୁଣିଥରେ ପରଦାରେ କମାଲ କରିବେ ଲୋକପ୍ରିୟ କଳାକାର ସ୍ୱରାଜ ଓ ଶିବାନୀ । ସୂଚନା ମୁତାବକ ଫିଲ୍ମ ଜାନୁୟାରୀ ମାସରେ ରିଲିଜ ହେବାକୁ ଯାଉଛି । ଫିଲ୍ମର ନାମ ହେଉଛି ‘ଦିଲ ମୋର ମାନେନା’ ।
View this post on Instagram