Only for Entertainment

କୋଟିଏରେ ଗୋଟିଏ ମନ ।

facebook
0 177

ମିଲନ ମୁଭିଜ ବ୍ୟାନରରେ ପ୍ରସ୍ତୁତ ହେଉଛି ଫିଲ୍ମ ‘କୋଟିଏରେ ଗୋଟିଏ ମନ’ । ରାଜୁ ମିଶ୍ରଙ୍କ ଦିଗ୍ଦର୍ଶନ ଏବଂ ପରିକଳ୍ପନାରେ ପ୍ରସ୍ତୁତ ହେଉଛି ଏହି ଫିଲ୍ମ । ଏହାର ନିର୍ଦ୍ଧେଶନା ଦେଉଛନ୍ତି ନରୋତ୍ତମ ପରିଡା ।

kotie re gotie manaଦିଲ୍ଲୀପ ଧୀର ସାମନ୍ତଙ୍କ ପ୍ରଯୋଜିତ ଏହି ଫିଲ୍ମରେ ସହକାରୀ ନିର୍ଦ୍ଧେଶନା ଦେଉଛନ୍ତି ପୁନିତ ରାଜ୍ । ଏହି ଫିଲ୍ମର ଚିତ୍ରନାଟ୍ୟ, ସଂଙ୍ଗୀତ, ସଂଳାପ ଓ କ୍ୟାମେରା ଦାୟିତ୍ୱ ନିର୍ବାହ କରିଛନ୍ତି ରାଜୁ ମିଶ୍ର ।

ଏଥିରେ ବିଭିନ୍ନ ଭୂମିକାରେ ନବାଗତା ରୋହିତ ରାଜ, ଅମରଜିତ୍ , ଅଙ୍କିତା, ମଧୁଙ୍କ ସମେତ ଅଭିନେତା ମିହ୍ରିର ଦାସ, କୁନା ତ୍ରିପାଠୀ, ହରିହର ମହାପାତ୍ର ପ୍ରମୁଖ ଭୂମିକାରେ ଅଭିନୟ କରୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More